Only for Entertainment

ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଲା ଈଶା ଏବଂ ଆନନ୍ଦଙ୍କ ବରମାଳା ସେରମନି ।

ANI
38

ମୁକେଶ ଅମ୍ବାନୀଙ୍କ ଝିଅ ଈଶା ଅମ୍ବାନୀ ଏବଂ ଶିଳ୍ପପତି ଅଜୟ ପିରାମଲଙ୍କ ପୁଅ ଆନନ୍ଦ ପିରାମଲ ମୁମ୍ବାଇରେ ମୁକେଶ ଅମ୍ବାନୀଙ୍କ ଘର ଆଂଟିଲିଆ ଠାରେ ଗତ ବୁଧବାରକୁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତେବେ ବର ବଧୂଙ୍କର ବିବାହ ପରର ପ୍ରଥମ ଫଟୋ ସାମ୍ନାକୁ ଆସିଛି ଯେଉଁଥିରେ ଗୋଲଡେନ ରଙ୍ଗର ଲେହେଙ୍ଗା ଏବଂ ସେରୱାନୀରେ ନଜର ଆସିଛନ୍ତି ଆନନ୍ଦ ଏବଂ ଈଶା ।
ଏହି ବିବାହରେ ସେଲିବ୍ରେଟୀଙ୍କ ଠାରୁ ଆରମ୍ଭ କରି ଖେଳାଳୀ ଏବଂ ବଡ଼ ବଡ଼ ରାଜନୈତିଜ୍ଞ ମାନେ ଯୋଗ ଦେଇଥିଲେ ।

ସବୁଠାରୁ ଖାସ କଥା ହେଉଛି ଆକର୍ଷଣର କେନ୍ଦ୍ରବନ୍ଦୁ ଥିଲା ବରମାଳା ସେରମନି । ଯାହା ଉପରେ ଥିଲା ସମସ୍ତଙ୍କ ନଜର । ଏହି ଭିଡ଼ିଓ ଦେଖିଲେ ଆପଣ ମଧ୍ୟ ନ ହସିବାକୁ ନିଜକୁ ରୋକିପାରିବେ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More