ଆଜି ପବିତ୍ର କୃଷ୍ଣଜନ୍ମ । ଏହି ପର୍ବକୁ ଭାରତୀୟ ପୂରା ଧୂମଧାମରେ ପାଳନ କରିଥାନ୍ତି । ଏହି ଦିନ ସମସ୍ତ କାହ୍ନାଙ୍କ ରଙ୍ଗରେ ରଙ୍ଗେଇ ହୋଇଥାନ୍ତି । କାହ୍ନାଙ୍କୁ ପୂଜା କରିବା ଠାରୁ ଆରମ୍ଭ କରି ଦହିହାଣ୍ଡି ଭଙ୍ଗାରେ ସମସ୍ତ ମଜି ରହିଥାନ୍ତି । ଏଥିରୁ ବଲିଉଡ ବା କିପରି ବାଦ ପଡିବ । ବଲିଉଡରେ କୃଷ୍ଣଙ୍କୁ ନେଇ ଅନେକ ଗୀତ ନିର୍ମାଣ କରାଯାଇଛି । ତେବେ ଆସନ୍ତୁ ନଜର ପକାଇବା ବଲିଉଡର ସେହିଭଳି କିଛି ଗୀତ ଉପରେ । ଏହି ଗୀତ ସହିତ ଆପଣ ଜନ୍ମାଷ୍ଟମୀ ପର୍ବକୁ ଆହୁରି ସ୍ପେଶାଲ କରିପାରିବେ ।
Comments