Only for Entertainment

କାନପୁରବାଲେ ଖୁରାନାଜ ପ୍ରୋମୋ : କୁଣାଳ ଖେମୁଙ୍କ ସହ ମିଶି ସମସ୍ତ ଖବର ଖାସ ବନାଇବେ ସୁନୀଲ ଗ୍ରୋବର !

33

ଟିଭି ଦୁନିଆର ପରିଚିତ କମେଡିଆନ ସୁନୀଲ ଗ୍ରୋବର ଖୁବ ଶୀଘ୍ର ଛୋଟ ପରଦାକୁ ଫେରୁଛନ୍ତି । ଯାହାର ନାଁ ରହିଛି ‘କାନପୁରବାଲେ ଖୁରାନାଜ’ । କିଛି ଦିନ ପୂର୍ବେ ଷ୍ଟାର ପ୍ଲସରେ କାନପୁରବାଲେ ଖୁରାନାଜ’ର ପ୍ରଥମ ପୋଷ୍ଟର ଏବଂ କାଷ୍ଟ ବିଷୟରେ ଦର୍ଶକଙ୍କ ପାଖରେ ଖବର ପହଂଚିଥିଲା ।

ଏହାପରେ ଏବେ ଚ୍ୟାନେଲ ସୁନୀଲ ଗ୍ରୋବରଙ୍କ ଏହି ଶୋ’ର ପ୍ରଥମ ପ୍ରୋମୋ ରିଲିଜ କରିଛନ୍ତି । ଏହି ପ୍ରୋମୋରେ ସୁନୀଲ ଗ୍ରୋବର ଏକ ବୁଢା ଭୂମିକା ଭଳି ଦେଶୀ ଅନ୍ଦାଜରେ ଚା’ ପିଉଥିବାର ନଜର ଆସିଥିଲେ । ସୁନୀଲ ଗ୍ରୋବରଙ୍କ ଗୋଟିଏ ଥଟ୍ଟାରୁ ପରିଷ୍କାର ଜଣାପଡୁଛି ଯେ ଏହି ଶୋ’ ବଡ ବଡ ଖବରର ଥଟ୍ଟା ଉଡାଇବ ଏବଂ ଲୋକମାନଙ୍କୁ ହସେଇବାକୁ ସାହାଯ୍ୟ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More