Only for Entertainment

କରଣ ୱାହିଙ୍କର ହେଲା ବ୍ରେକଅପ !

contestants
0 107

କିଛି ଦିନ ତଳେ‘ହେଟଷ୍ଟୋରି-୪’ରିଲିଜ ହୋଇଥିଲା । ଏଥିରେ ଅଭିନୟ କରିଥିବା ଅଭିନେତା ଏବେ ଖୁବ ଚର୍ଚ୍ଚାରେ ଥିଲା ବେଳେ ତାଙ୍କର ଆଉ ଏକ ଖବର ମିଡିଆରେ ଆସିଛି । ଅଭିନେତା କରଣ ୱାହିଙ୍କର ବ୍ରେକ ଅପ ହୋଇଯାଇଥିବା ଖବର ସାମ୍ନାକୁ ଆସିଛି । କରଣ ବିଗତ ବର୍ଷରୁ ଫ୍ୟାଶନ ଫଟୋଗ୍ରାଫର ଜୀନିତା ସେଠଙ୍କ ସହ ରିଲେସନସିପରେ ଥିବା ସ୍ୱୀକାର କରିଥିଲେ । ମାତ୍ର ସେପ୍ଟେମ୍ବର ପରେ ଦୁହିଁଙ୍କ ଏକାସାଙ୍ଗେ ଥିବା ଫଟୋ ଆଉ ଦେଖିବାକୁ ମିଳିନଥିଲା ।

Karan-Wahi hhମାତ୍ର ପୂର୍ବ ବର୍ଷ ଜୀନିତା ଭାଲେଂଟାଇନ ଡେରେ କରଣଙ୍କ ସହ ତାଙ୍କ ରିଲେସନସିପକୁ ଅଫିସିଅଲ ସ୍ୱୀକୃତି ଦେଇଥିଲେ । ମାତ୍ର ବ୍ରେକଅପ ହୋଇଯାଇଥିବା ଖବର ସାମ୍ନାକୁ ଆସିଛି ।

karishma kotakଏଠାରେ ଆମେ କହି ରଖୁଛୁ ଯେ ୨୦୧୬ରେ କରଣଙ୍କ ସହ କରିଶ୍ମା କୋଟକଙ୍କ ନା ଯୋଡି ହୋଇଥିଲା । ଏହାସହ ତାଙ୍କର ଜେନିଫର ୱିଙ୍ଗେଟଙ୍କ ସହ ସମ୍ପର୍କ ଥିବା ମଧ୍ୟ ଚର୍ଚ୍ଚା ଖୁବ ଜୋର ଧରିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More