Only for Entertainment

ଟିଭିର ନାଗୀନ ନେଲେ କାଳୀଙ୍କ ରୂପ, ଫଟୋ ଦେଖି ଚିହ୍ନିବା ମୁସ୍କିଲ !

bollywoodlife
0 67

ସିରିଅଲ ‘ନାଗିନ୩’ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି । ନାଗୀନର ପ୍ରଥମ ଏବଂ ଦ୍ୱିତୀୟ ସିରିଜ ଭଳି ତୃତୀୟ ସିରିଜ ମଧ୍ୟ ଚର୍ଚ୍ଚାରେ ରହି ଆସିଛି । ଏହି ସିରିଅଲରେ ଅନୀତା ହସନନ୍ଦାନୀ, ସୁରଭି ଜ୍ୟୋତି ଏବଂ ପଲବୀ ପୁରୀ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ଏବଂ ଆରମ୍ଭ ରୁ ଏହି ସିରିଅଲରେ କରିଶ୍ମା ତନ୍ନା ମଧ୍ୟ ନଜର ଆସିଥିଲେ ।

ଅସଲରେ କରିଶ୍ମା ଏହି ସିରିଅଲରେ ରୁହି ନାମକ ନାଗରାଣୀ ଭୁମିକାରେ ନଜର ଆସିଥିଲେ , ଯିଏ ଏବେ ନିଜ ଶତୃଙ୍କ ଠାରୁ ପ୍ରତିଶୋଧ ନେଉଛନ୍ତି । କରୀଶ୍ମାଙ୍କ ବଦଳରେ ଏବେ ସୁରଭି ଏହି ସିରିଅଲରେ ସୁରଭି ଜ୍ୟୋତି ଏହି ଭୂମିକା ତୁଲାଉଛନ୍ତି । ଏହି ସିରିଅଲ ଏବେ ଟିଆରପି ଲିଷ୍ଟର ଖୁବ ଉଚ୍ଚରେ ରହିଛି ।


ଏଠାରେ ଆମେ ଯଦି କହିବା କରୀଶ୍ମାଙ୍କ ବିଷୟରେ ସେ ଏବେ ଷ୍ଟାର ପ୍ଲସରେ ପ୍ରସାରିତ ହେଉଥିବା ସିରିଅଲ କୟାମତ କି ରାତ’ରେ ନଜର ଆସୁଛନ୍ତି । ଏହି ସିରିଅଲରେ ସେ ବିବେକ ଦହିୟାଙ୍କ ବିପକ୍ଷରେ ନଜର ଆସିଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ନିର୍ମାତା ଆଗାମୀ ଦିନରେ ଏକ ଏଭଳି ଟ୍ୱିଷ୍ଟ ଆଣୁଛନ୍ତି ଯାହା ଦେଖି ଆପଣ ଚକିତ ହୋଇଯିବେ ।

ସିରିଅଲ କୟାମତ କି ରାତ ଅପକମିଂ ଏପିସୋଡରେ କରୀଶ୍ମା କାଳୀ ମାଁଙ୍କ ରୂପରେ ନଜର ଆସିବେ । ଯାହାର ଏକ ଭିଡିଓ ସାମ୍ନାକୁ ଆସିଛି । ଦେଖନ୍ତୁ –

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More