Only for Entertainment

ହାପି ବର୍ଥଡେ ଛୋଟେ ନବାବ ।

aajtak
34

ସୈଫ ଏବଂ କରୀନା କପୁର ଖାନଙ୍କ ପୁଅ ତୈମୁର ଅଲି ଖାନ ତାଙ୍କର ଦ୍ୱିତୀୟ ଜନ୍ମଦିନ କେପଟାଉନରେ ପାଳନ କରୁଛନ୍ତି । ଏହି ଜନ୍ମଦିନରେ ବାପା ଓ ମା’ଙ୍କ ସହିତ ତୈମୁର ଜନ୍ମଦିନ ଉପଭୋଗ କରୁଥିବାର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଜନ୍ମଦିନରେ ତୈମୁରଙ୍କ ମାଉସୀ କରିସ୍ମା ଛୋଟେ ନବାବଙ୍କର ଫଟୋ ଶେୟାର କରି ଶୁଭେତ୍ସା ଜଣାଇଛନ୍ତି ।

 

 

View this post on Instagram

 

Mama’s and their babies ? #aboutlastnight ✨✨ #onlylove #family❤️ #diwali #festivaloflights pic ? @khemster2

A post shared by KK (@therealkarismakapoor) on

 

View this post on Instagram

 

Remembering big dadi ?? #family ❤️ #memories

A post shared by KK (@therealkarismakapoor) on


କରିସ୍ମା ନିଜର ଦୁଇ ପିଲାଙ୍କ ସହିତ ତୈମୁରଙ୍କ ଏକ ଲାଟେଷ୍ଟ ଫଟୋ ଶେୟାର କରିଛନ୍ତି । ଏଥିରେ ସେ କ୍ୟାପ୍ସନରେ ଲେଖିଛନ୍ତି ଆମ ସମସ୍ତଙ୍କ ଜୀବନ କୁନି କୁନି ତୈମୁରଙ୍କୁ ଦ୍ୱିତୀୟ ଜନ୍ମଦିନର ଶୁଭେତ୍ସା । ଆମେ ତୁମକୁ ବହୁତ ଭଲପାଉ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More