Only for Entertainment

କ୍ୟାଟ୍ରିନା ଜାଣିଛନ୍ତି କିଭଳି ହେବ ଆଲିୟା ଓ ରଣବୀରଙ୍କ ବ୍ରେକ ଅପ ।

amarujala
0 40

ଆଲିୟା ଏବଂ ରଣବୀରଙ୍କ ପ୍ରେମ କାହାଣୀ ଏବେ ଖୁବ ଚର୍ଚ୍ଚାରେ ରହିଛି । ଦୁଇଜଣ କରଣ ଜୋହରଙ୍କ ଫିଲ୍ମ ବ୍ରହ୍ମାସ୍ତ୍ରରେ କାମ କରୁଛନ୍ତି । ଫିଲ୍ମର ସେଟ ବ୍ୟତୀତ ଦୁଇ ଜଣ ମୁଭି ଡେଟ ଏବଂ ଡିନରରେ ନଜର ଆସୁଛନ୍ତି ।

 

ରଣବୀରଙ୍କ ବ୍ୟତୀତ ଆଲିୟାଙ୍କର ବଲିଉଡରେ କେତେକ ବନ୍ଧୁ ଅଛନ୍ତି । ସେମାନଙ୍କ ବ୍ୟତୀତ କ୍ୟାଟ୍ରିନା ଜଣେ । ଅବଶ୍ୟ ଆଲିୟା ଏବଂ ରଣବୀରଙ୍କ ସଂପର୍କ ହେତୁ ଦୁଇ ଜଣଙ୍କ ମଧ୍ୟରେ ସାମାନ୍ୟ ଦୂରତା ଆସିଯାଇଛି ।

 

ଏକ ମିଡିଆ ରିପୋର୍ଟ ଅନୁସାରେ କ୍ୟାଟ୍ରିନାଙ୍କ ଜଣେ ଘନିଷ୍ଠ ବନ୍ଧୁ ଆଲିୟା ଏବଂ ରଣବୀରଙ୍କ ସଂପର୍କକୁ ନେଇ କ୍ୟାଟ୍ରିନାଙ୍କ ତରଫରୁ ଚମକାଇଦେବା ଭଳି କଥା କହିଛନ୍ତି । ତାଙ୍କ କହିବା ଅନୁସାରେ କ୍ୟାଟ୍ରିନା ଜାଣିଛନ୍ତିଯେ କେଉଁଭଳି ଭାବରେ ଆଲିୟା ଏବଂ ରଣବୀରଙ୍କ ସଂପର୍କରେ ପୂର୍ଣ୍ଣଛେଦ ଆସିବ ।

 

କ୍ୟାଟ୍ରିନା ଚାହୁଁନାହାଁନ୍ତି ଏହି ମାମଲାରେ କିଛି କୁହନ୍ତୁ ଏବଂ ଦୁନିଆକୁ ଖବର ମିଳିଯାଉ । କାରଣ ଏସବୁ ସେ ପୂର୍ବରୁ ଦେଖି ସାରିଛନ୍ତି । ତେଣୁ ସେ ଏହି ବିଷୟରେ କିଛି ମଧ୍ୟ କହୁନାହାଁନ୍ତି ।

 

ତେବେ ରଣବୀର ଏବଂ ଆଲିୟା କେବେ ବିବାହ କରିବେ ଦେଖିବା ବାକି ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More