Only for Entertainment

ଜାହ୍ନାବୀଙ୍କୁ ପଛରେ ପକାଇ ବାଜି ମାରିଲେ ଖୁସିି, ଗ୍ଲାମରସ୍ ଲୁକରେ ଆସିଲେ ନଜର, ଦେଖନ୍ତୁ ଫଟୋ

bollywood tadka
0 44

ବଲିଉଡ ଅଭିନେତ୍ରୀ ଶ୍ରୀଦେବୀ ଏବଂ ବୋନି କପୁରଙ୍କ ସାନ ଝିଅ ଖୁସି ନିକଟରେ ବୋଲ୍ଡ ଫଟୋସୁଟ କରିଛନ୍ତି । ଏହି ଫଟୋରେ ଖୁସି ଫାଲଗୁନୀ ଏବଂ ଶେନ ପିକାକଙ୍କ ଗୋଲଡେନ ରଙ୍ଗର ଗାଉନ ପିନ୍ଧିଥିବା ନଜର ଆସିଥିଲେ ।

khushi2

ଖୁସିଙ୍କର ଏହି ଗ୍ଲାମରସ୍ ଫଟୋକୁ ଲୋକେ ଖୁବ ପସନ୍ଦ ଆସିଛି । ଖୁସିଙ୍କ ଏହି ବୋଲ୍ଡ ଫଟୋଗୁଡିକୁ ସେଲିବ୍ରିଟି ଷ୍ଟାଇଲିସ ତାନ୍ୟା ଘାବରୀ ଶେୟାର କରିଛନ୍ତି । ଖୁସି ଗୋଲଡେନ ଗାଉନ ପିନ୍ଧି ପୋଜ ଦେଉଥିବା ନଜର ଆସିଛନ୍ତି ।

khushi

କହିରଖିଛୁ ଯେ ଶ୍ରୀଦେବୀ ବଡ ଝିଅ ଜାହ୍ନବୀ ଫିଲ୍ମ ଧଡକ ଜରିଆରେ ବଲିଉଡ ଡେବ୍ୟୁ କରିବା ପାଇଁ ଯାଉଛନ୍ତି । ଅନ୍ୟ ପକ୍ଷରେ ଖୁସିଙ୍କୁ ଫିଲ୍ମରେ ଆସିବା ପାଇଁ କୌଣସି ଆଗ୍ରହ ନାହିଁ । ସେ ମଡେଲିଙ୍ଗରେ ନିଜ କ୍ୟାରିୟର ଗଢିବା ଚାହୁଁଛନ୍ତି । ଏହା ସହିତ ଖୁସି ସୋସିଆଲ ମିଡିଆରେ ସେ ଖୁବ ଆକ୍ଟିଭ ରୁହନ୍ତି । ଏବଂ ନିଜ ଫଟୋ ମଧ୍ୟ ଶେୟାର କରିଥାନ୍ତି ।

khushi3

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More