Only for Entertainment

ସୋସିଆଲ ମିଡିଆରେ ଭାଇରାଲ ହେଉଛି ବାଦଶାହ ଶାହାରୁଖ ଖାନଙ୍କ କିଙ୍ଗ ଅଫ ରୋମାନ୍ସଙ୍କ ଭିଡିଓ !

47

ବଲିଉଡ ବାଦଶାହ ଶାହାରୁଖ ଖାନଙ୍କ ଗୋଟେ ଭିଡିଓ ବେଶ ଭାଇରାଲ ହେଉଛି । ବାଦଶାହା ଶାହାରୁଖ ଓ ବେଗମ ଗୌରୀଙ୍କ ଏହି ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ନିକଟରେ ମୁମ୍ବାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଶାହାରୁଖ ଓ ଗୌରୀ । ଯେଉଁଠି ଏକ ଗାଉନ ପିନ୍ଧି ପହଁଚିଥିଲେ ଗୌରୀ । ଆଗେ ଆଗେ ଗୌରୀ ଓ ପଛେ ପଛେ ଚାଲୁଥିଲେ ଶାହାରୁଖ ।

 

View this post on Instagram

 

When the Queen arrives here is what KIng Khan does ❤❤❤❤

A post shared by Viral Bhayani (@viralbhayani) on

ପତ୍ନୀଙ୍କ ଗାଉନରେ କିଛି ଅସୁବିଧା ଦେଖିବା ପରେ ଅଭିନେତା ହଠାତ ତଳକୁ ଚାହିଁ ଡ୍ରେସକୁ ହାତରେ ଉଠାଇଥିଲେ । ସେଠାରେ ଥିବା ମିଡିଆକର୍ମୀଙ୍କ କ୍ୟାମେରାରେ କଏଦ ହୋଇଥିଲା କିଙ୍ଗ ଅଫ ରୋମାନ୍ସଙ୍କ ଭିଡିଓ । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More