Only for Entertainment

ଇରଫାନଙ୍କ କ୍ୟାନ୍ସରକୁ ନେଇ ଲଣ୍ଡନରୁ ଆସିଲା ବଡ଼ ଖବର ।

images.dawn.com
0 41

ବଲିଉଡ ଆକ୍ଟର ଇରଫାନ ଖାନ ଏବେ ନ୍ୟୁରୋଏଣ୍ଡୋକ୍ରାଇନ ରୋଗରେ ପିଡ଼ିତ ହେଉଛନ୍ତି । ସେ ତାଙ୍କ ଚିକିତ୍ସା ପାଇଁ ଲଣ୍ଡନରେ ଅଛନ୍ତି । ତାଙ୍କ ଏହି ରେଗକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ସେ ଏବେ କେମିଓଥେରାପି ନେଉଛନ୍ତି । କୁହାଯାଉଛିଯେ ୨ରୁ ୩ ଦିନ ପରେ ସେ ଷଷ୍ଠ କେମୋଥେରାପି ନେବେ ।

କୁହାଯାଏଯେ ୬ଟି କେମୋଥେରାପି ପରେ କ୍ୟାନ୍ସର ୭୦ରୁ ୮୦ ପ୍ରତିଶତ ଭଲ ହେବାର ସମ୍ଭାବନା ରହିଥାଏ । ପଂଚମ ଥେରାପି ପରେ ସେ ଦୁର୍ବଳ ଅନୁଭବ କରୁଛନ୍ତି । ଏହି କାରଣରୁ ତାଙ୍କୁ ୧୦ରୁ ୧୫ ଦିନ ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କେମୋ ପରେ ରୋଗୀକୁ ବମିଟିଙ୍ଗ,କେଶ ଝଡ଼ିବା ଏବଂ ଦୁର୍ବଳ ଲଗିବା ଆଦି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ ।

ଷଷ୍ଠ କେମୋ ପରେ ତାଙ୍କ ପେଟକୁ ସ୍କାନ କରାଯିବ । ଯେଉଁଥିରୁ ଜଣାପଡ଼ିବଯେ କ୍ୟାନ୍ସର କେତେ କମ ହୋଇଛି । ଖବର ଅନୁସାରେ ସେ ଖୁବଶୀଘ୍ର ଭଲ ହୋଇ ଫେରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More