Only for Entertainment

ଅନେକ ଦିନ ପରେ ଦେଖିବାକୁ ମିଳିବ ଏଭଳି ଫିଲ୍ମ, ଦେଖନ୍ତୁ ‘ଲବ ସୋନିଆ’ଟ୍ରେଲର ।

bollywoodlife
0 24

ସାରା ଦୁନିଆରେ ଭିନ୍ନ ଭିନ୍ନ ଫିଲ୍ମ ଫେଷ୍ଟିଭାଲରେ ଧମାଲ ମଚାଇଥିବା ତବରେଜ ନୁରାନୀଙ୍କ ଫିଲ୍ମ ‘ଲବ ସୋନିଆ’ଙ୍କ ଟ୍ରେଲର ରିଲିଜ ହୋଇଯାଇଛି । ଫିଲ୍ମର ଏବେ ପର୍ଯ୍ୟନ୍ତ ଯେତେ ପ୍ରଶଂସା ଶୁଣିବାକୁ ମିଳିଥିଲା, ଏହାର ଟ୍ରେଲର ସେହିଭଳି ମଜାଦାର ମଧ୍ୟ ଲାଗୁଛି । ଫିଲ୍ମର ଟ୍ରେଲର ଶାନଦାର ଢଙ୍ଗରେ କଟା ଯାଇଛି, ଯାହାକି ଫିଳ୍ମ ସହ ଏଥିରେ ଥିବା କଳାକାରଙ୍କ ଅନ୍ଦାଜ ମଧ୍ୟ ଦେଖିବାକୁ ମିଳିଛି ।

ଟ୍ରେଲର ଦେଖି ଲାଗୁଛି ଯେ ଏହି ଫିଲ୍ମରେ ସରପ୍ରାଇଜ ଭୂମିକାରେ ମନୋଜ ବାଜପେୟୀ ଏବଂ ଅନୁପମ ଖେର ନଜର ଆସିବେ । ଫିଲ୍ମ ଜି ଷ୍ଟୁଡିଓ ରିଲିଜ କରିବାକୁ ଯାଉଛି , ଯାହା ସମସ୍ତ ସିନେମା ଘରେ ୧୪ସେପ୍ଟେମ୍ବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More