Only for Entertainment

ବକେଟ ଲିଷ୍ଟରେ ପୁରୁଣା ସ୍ମୃତିକୁ ତାଜା କରି ଧୁମ ନାଚିଲେ ମାଧୁରୀ ଏବଂ ରେଣୁକା । ଭିଡିଓ ଭାଇରାଲ ।

bollywood tadka
0 46

ମାଧୁରୀ ଦିକ୍ଷୀତ ଖୁବ ଶୀଘ୍ର ଫିଲ୍ମ ବକେଟ ଲିଷ୍ଟ ଜରିଆରେ ମରାଠୀ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି । ତେବେ ନିକଟରେ ତାଙ୍କର ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଯାହାକୁ ଧର୍ମା ପ୍ରଡକ୍ସନ ଜାରି କରିଛି ।


ଭିଡିଓରେ ମାଧୁରୀ ତାଙ୍କ କୋ ଷ୍ଟାର ରେଣୁକାଙ୍କ ସହିତ ‘ହମ ଆପକେ ହୈ କୌନ’ର ଗୀତରେ ଡ୍ୟାନ୍ସ କରୁଛନ୍ତି ।

ତେବେ ଏହି ଫିଲ୍ମରେ ଦୁଇଜଣ ଦୁଇ ଭଉଣୀ ଚରିତ୍ରରେ ନଜର ଆସିଥିଲେ । ଫିଲ୍ମ ୧୯୯୦ରେ ରିଲିଜ ହୋଇଥିଲା ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More