Only for Entertainment

ମହେଶ ବାବୁଙ୍କ ଫିଲ୍ମ ‘ମହର୍ଷି’ର ଟିଜର ରିଲିଜ । ୫ ମିଲିୟନ ଥର ଦେଖା ସରିଛି ।

bollywood tadka
40

ମହେଶ ବାବୁଙ୍କ ୨୫ ତମ ଫିଲ୍ମ ମହର୍ଷିର ବହୁ ପ୍ରତିକ୍ଷୀତ ଟିଜର ରିଲିଜ ହୋଇଛି । ପ୍ରଶଂସକଙ୍କ ମଧ୍ୟରେ ଚାଂଚଲ୍ୟ ସୃଷ୍ଟି କରିଛି ମହର୍ଷିର ଏହି ଟିଜର ।

ସୁପରଷ୍ଟାର ମହେଶ ବାବୁ ଟ୍ୱିଟ କରି ପ୍ରଶଂସକଙ୍କୁ ଖୁବ ସାରା ଶୁଭକାମନା ଜଣାଇଛନ୍ତି । ରିଲିଜର ମାତ୍ର କିଛି ସମୟ ମଧ୍ୟରେ ଏହି ଟିଜର ଭାଇରାଲ ହୋଇ ଯାଇଛି । ସବୁଠାରୁ ଖାସକଥା ହେଉଛି ଖୁବ କମ ସମୟ ମଧ୍ୟରେ ଏହାକୁ ୫ ମିଲିୟନରୁ ଅଧିକ ଥର ଦେଖା ସରିଛି ।

 

View this post on Instagram

 

Here’s RISHI for you… Wishing you all a Happy Ugadi ? #JoinRishi #Maharshi ( Link in bio )

A post shared by Mahesh Babu (@urstrulymahesh) on

ଟିଜରରେ ମହେଶ ବାବୁ ଦୁଇଟି ଭିନ୍ନ ଭିନ୍ନ ଲୁକରେ ନଜର ଆସିଛନ୍ତି । ସୁପରଷ୍ଟାର ନ୍ୟୁୟର୍କରେ ଏକ ହେଲିକପ୍ଟରରୁ ଓହ୍ଲାଉଥିବା ସମୟରେ ଚେକର ସୁଟରେ ନଜର ଆସିଛନ୍ତି । ଭାରତରେ ସୁଟିଂ ହୋଇଥିବା ଅଧିକାଂଶ ଦୃଶ୍ୟରେ କାଜୁଆଲ ଲୁକରେ ନଜର ଆସିଛନ୍ତି ମହେଶ ।


 

ନିକଟରେ ମହେଶ ସେହି କଳାକାରଙ୍କମଧ୍ୟରେ ସାମିଲ ହୋଇ ଯାଇଛନ୍ତି ଯାହାଙ୍କର ମହମ ପ୍ରତିମୂର୍ତ୍ତିକୁ ମାଡାମ ତୁଷାଦ ମ୍ୟୁଜିୟମରେ ରଖାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More