Only for Entertainment

ନରେନ୍ଦ୍ର ମୋଦିଙ୍କ ବାୟୋପିକରେ ଅମିତ ଶାହଙ୍କ ଚରିତ୍ରରେ ନଜର ଆସିବେ ଏହି ବ୍ୟକ୍ତି, ଲୋକ କହିଲେ କଲୁ ମାମୁଁ ଠିକ ହେବେ ।

aajtak
21

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବାୟୋପିକ ନିର୍ମାଣ ହେବା କଥା ଘୋଷଣା ହେବା ପରଠାରୁ ଖୁବ ଚର୍ଚ୍ଚା ଚାଲିଛି । ଚର୍ଚ୍ଚା ହେଉଛି ଫିଲ୍ମର ଚରିତ୍ରକୁ ନେଇ । ଫିଲ୍ମରେ ବିବେକ ଓବରୟ ମୋଦିଙ୍କ ଚରିତ୍ରରେ ନଜର ଆସିବେ । ପରେଶ ରାୱଲ କହିଥିଲେ ବିବେକ ଏହି ଚରିତ୍ର ପାଇଁ ଡିକ ରହିବେ । ଏବେ ଫିଲ୍ମର ଅନ୍ୟ ଏକ ଚରିତ୍ର ଅମିତ ଶାହଙ୍କୁ ନେଇ ଚର୍ଚ୍ଚା ଚାଲିଛି ।

ନରେନ୍ଦ୍ର ମୋଦିଙ୍କ ବାୟୋପିକରେ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ଚରିତ୍ରରେ ଆକ୍ଟର ମନୋଜ ଯୋଶୀ ନଜର ଆସିବେ । ଏହା ପୂର୍ବରୁ ମନୋଜ ଭୁଲ ଭୁଲୈୟାଁ, ଫିର ହେରା ଫେରି ଏବଂ ହଙ୍ଗାମା ଭଳି ଫିଲ୍ମରେ ନଜର ଆସି ସାରିଛନ୍ତି ।

ତରନ ଆଦର୍ଶ ମନୋଜଙ୍କ ଲୁକକୁ ଶେୟାର କରିବା ପରେ ଭିନ୍ନ କମେଂଟ ଆସୁଛି ।କେହି କେହି ଏହାକୁ ପସନ୍ସ କରୁଥିବା ବେଳେ କେକେହି କହୁଛନ୍ତି କଲୁ ମାମୁଁ ଏଥିପାଇଁ ଠିକ ହେବେ । ଆଜ୍ଞା ହଁ କେହି କେହି ଫ୍ୟାନ୍ସ ଚାହୁଁଛନ୍ତି ସୌରଭ ଶୁକ୍ଲା ଏହି ଚରିତ୍ରରେ ନଜର ଆସନ୍ତୁ । ଫିଲ୍ମ ସତ୍ୟାରେ ସେ କଲୁ ମାମା ଭାବରେ ଅଭିନୟ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More