Only for Entertainment

ରିଲିଜ ହେଲା ମଂଟୋ ଫିଲ୍ମ ଟ୍ରେଲର !

youtube
0 28

ପାକିସ୍ତାନୀ ଲେଖକ ସଆଦତ ହସନ ‘ମଂଟୋ’ର ଟ୍ରେଲର ରିଲିଜ ହୋଇଛି । ତାଙ୍କର ଏହି ବାୟୋପିକର ରିଲିଜ ପୂର୍ବରୁ ଅନେକ ଫିଲ୍ମ ଫେସ୍ଟିଭାଲରେ ଦେଖାଯାଇସାରିଲାଣି, ଯାହା ଖୁବ ପ୍ରଶଂସା ସାଉଁଟିଛି ।

ଏହି ବାୟୋପିକର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଅଭିନେତ୍ରୀ ନନ୍ଦିତା ଦାସ । ଫିଲ୍ମରେ ଦମଦାର ଡାଏଲଗ ଏବଂ ଅଭିନୟରେ ମୁଖ୍ୟ କଳାକାର ରୂପେ ନଜର ଆସିବେ ନବାଜୁଦ୍ଦିନ ସିଦ୍ଦିକି । ଫିଲ୍ମର କାହାଣୀ ଭାରତ ପାକିସ୍ତାନ ବିଭାଜନ ଏବଂ ବିବାଦିତ ଫିଲ୍ମ ମଂଟୋଙ୍କ ଜୀବନ ଉପରେ ଆଧାରିତ ଅଟେ । ଟ୍ରେଲରରେ ନବାଜ ଏହି ଭୂୂମିକାକୁ ଜୀବିତ କରୁଥିବାର ଦେଖିବାକୁ ମିଳିଛି । ଫିଲ୍ମର ଟାଇଟଲ ‘ବୋଲ କେ ଲବ ଆଜାଦ ହେ’ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More