Only for Entertainment

ଆଜି ହିଁ ପ୍ରସ୍ତୁତ କରନ୍ତୁ ଚଟାପଟ ମଟର ଚାଟ

YouTube
0 48

ସାମଗ୍ରୀ
ସିଝା ମଟର- ୨ କପ
ଆମଚୁର ପାଉଡର
କୋରା ଗାଜର- ଅଧା କପ
ପିଆଜ ଛୋଟ କଟା- ୧ ଟି
କାକୁଡି (ଚୁନା କଟା)- ୧ଟି
ଟମାଟୋ (ଛୋଟ କଟା)- ୧ଟି
କଂଚା ଲଙ୍କା- ୨ଟି
ଚାଟ ମସଲା- ୧ ଚାମଚ
ଲଙ୍କା ଗୁଣ୍ଡ- ଅଧ ଚାମଚ
ଲେମ୍ବୁ ରସ
କଟା ଧନିଆ ପତ୍ର
ଲୁଣ- ସ୍ୱାଦ ଅନୁସାରେ

ପ୍ରଣାଳୀ
ପ୍ରଥମେ ଏକ ବାଉଲରେ ସିଝା ମଟର, କାକୁଡି, ଗାଜର, ପିଆଜ, କଂଚା ଲଙ୍କା, ଟମାଟୋ ପକାି ଭଲ ଭାବେ ମିଶାଇ ଦିଅନ୍ତୁ । ଏହାପରେ ବାକି ସାମଗ୍ରୀ ପକାଇ ଭଲଭାବେ ମିଶାନ୍ତୁ । ପ୍ରସ୍ତୁତ ହୋଇଗଲା ଆପମଙ୍କର ଚଟାପଟ ମଟର ଚାଟ । ଏହା ଉପରେ ଧନିଆ ପତ୍ର ପକାଇ ସର୍ଭ କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More