Only for Entertainment

ନାଗିନ ଥ୍ରି’ର ଖୋଲିବ ବଡ଼ ସସପେନ୍ସ, କ’ଣ ରହିଛି ପ୍ରିନ୍ସି ନରୁଲାଙ୍କ ସତ୍ୟତା,ଦେଖନ୍ତୁ ଭିଡ଼ିଓ ।

aajtak
0 129

ମେଗା ଧାରାବାହିକ ନାଗିନରେ ଦର୍ଶକଙ୍କ ନୂଆ ଟ୍ୱିଷ୍ଟ ଦେଖିବାକୁ ମିଳିବ । ଏବେ ଶୋ’ରେ ପ୍ରିନ୍ସ ନରୁଲାଙ୍କ ଏଂଟ୍ରି ହୋଇଛି । ସେ ଶାନ ଚରିତ୍ରରେ ନଜର ଆସୁଛନ୍ତି । କଲର୍ସ ନାଗିନର ନୂଆ ପ୍ରମୋ ରିଲିଜ କରିଛି । ଯେଉଁଥିରେ ଶାନଙ୍କ ଭୋଳା ଚେହେରା ପଛରେ ଲୁଚିଥିବା ରାଜ୍ ଖୋଲିଛି ।

 

View this post on Instagram

 

New promo?????

A post shared by Naagin3 (@naagin3_fanclub) on

ପ୍ରମୋରେ ଦେଖାଯାଇଛିଯେ ଶାନ୍ ଏବଂ ସାପ,ଯାହାର ନାମ ଶାହନବାଜ । ସେ ନେଗେଟିଭ ଚରିତ୍ରରେ ନଜର ଆସିବେ । ଦେଖନ୍ତୁ ଭିଡ଼ିଓ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More