ଏହିଭଳି ଦୂର କରନ୍ତୁ ତ୍ୱଚାର ଶୁଷ୍କ ପଣ ।
. ନିମ୍ବରେ ଆଣ୍ଟି ବ୍ୟାକ୍ଟେରିଆ ଏବଂ ଆଣ୍ଟି ଫଙ୍ଗଲ ଗୁଣ ରହିଛି। ଏହା ଦାନ୍ତ ସମ୍ବନ୍ଧୀୟ ସମସ୍ତ ସମସ୍ୟାରୁ ଆମକୁ ଦୂରେଇ ରଖିଥାଏ।
. କେଶ ଏବଂ ତ୍ୱଚା ପାଇଁ ନିମ୍ବ ବହୁତ ଉପକାରୀ। ତ୍ୱଚାର ଶୁଷ୍କପଣକୁ ଏହା ଦୂର କରିବା ସହ ମୁହଁରେ ପିମ୍ପଲ୍ସ ହେବାକୁ ଦେଇ ନ ଥାଏ। କେଶ ଝଡ଼ିବାରୁ ମଧ୍ୟ ଏହା ରକ୍ଷା କରିଥାଏ।
. ନିମ୍ବ ରକ୍ତ ସଫା କରିବାରେ ସହାୟକ ହୋଇଥାଏ। ଏହାକୁ ସେବନ କରିବା ଦ୍ୱାରା ଲିଭର ଏବଂ କିଡ୍ନୀରେ ରହିଥିବା ହାନିକାରକ ଟକ୍ସିନ୍ ମଧ୍ୟ ଦୂର ହୋଇଥାଏ।
. ନିମ୍ବପତ୍ର ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ଫଳରେ ଶରୀରକୁ ବିଭିନ୍ନ ପ୍ରକାର ଇନ୍ଫେକ୍ସନ୍ ସହ ଲଢ଼ିବାରେ ସହାୟକ ହୋଇଥାଏ।