Only for Entertainment

ଘରେ ରଖନ୍ତୁ ନାହିଁ ଭଗବାନଙ୍କର ଏହିଭଳି ମୂର୍ତ୍ତି ।

quora
0 35

ହିନ୍ଦୁ ଧର୍ମରେ ସକାଳ ସମୟରେ ସ୍ନାନ ସାରି ଭଗବାନଙ୍କ ଦର୍ଶନ କରିବା ଶୁଭ ବୋଲି ବିଶ୍ୱାସ ରହିଛି । କୁହାଯା ଏଭଳି କରିବା ଦ୍ୱାରା ବ୍ୟକ୍ତି ମଧ୍ୟରେ ସକରାତ୍ମକ ଶକ୍ତି ଉଜୀବିତ ହୋଇଥାଏ । କିନ୍ତୁ ଆପଣ ଜାଣନ୍ତି କି ବାସ୍ତୁ ଏବଂ ଜ୍ୟୋତିଷ ଶାସ୍ତ୍ରରେ ଭଗବାନଙ୍କର ଏଭଳି ପ୍ରତିମା ବିଷୟରେ କୁହାଯାଇଛିଯାହାଙ୍କ ଦର୍ଶନ କରିବା ଦ୍ୱାରା ଅଶୁଭ ଫଳ ପ୍ରାପ୍ତ ହୋଇଥାଏ । ଆଜ୍ଞା ହଁ ସେଥିରେ ଏଭଳି କିଛି ଭଗବାନଙ୍କ ପ୍ରତିମା ବିଷୟରେ ବର୍ଣ୍ଣନା କରାଯାଇଛି ଯାହା ବିଷୟରେ ସମସ୍ତେ ଜାଣିବା ଉଚିତ । ତେଣୁ ଏହି ସବୁ ଦିଗ ପ୍ରତି ଧ୍ୟାନ ଦେବା ଉଚିତ ।

ଘରେ କୌଣସି ପ୍ରକାରର ଘଣ୍ଡିତ ମୂର୍ତ୍ତି ରଖନ୍ତୁ ନାହିଁ । ଏହା ସହିତ ଭଗବାନଙ୍କର ଯୁଦ୍ଧ କରୁଥିବା ଏବଂ ବିନାଶ କରୁଥିବା ଭଳି ମୂର୍ତ୍ତି ରଖିବା ଅନୁଚିତ । ଏଭଳି ମୂର୍ତ୍ତି ଦର୍ଶନ କରିବା ଦ୍ୱାରା ଦୁଃଖ ମିଳିଥାଏ । ତେଣୁ ସେହିଭଳି ମୂର୍ତ୍ତି ଘରେ ରଖିବା ଅନୁଚିତ ।

ଭଗବାନଙ୍କର ଏଭଳି ମୂର୍ତ୍ତି ରଖନ୍ତୁ ଯେଉଁଥିରେ ସେ ହସ ହସ ମୁହଁ ସହିତ ଆଶୀର୍ବାଦ ଦେଉଥିବା ଭଳି ରହିଥିବେ । କ୍ରୋଧିତ ଏବଂ ଉଦାସ ଭଳି ଚେହେରାରେ ଥିବା ପ୍ରତିମା ଦେଖିଲେ ନକରାତ୍ମକ ଶକ୍ତି ସଂଚାର ହୋଇଥାଏ ।
ଘର ମନ୍ଦିରରେ ଭଗବାନଙ୍କ ମୂର୍ତ୍ତିଙ୍କ ଉଚ୍ଚତା ଆଙ୍ଗୁଠିର ଉଚ୍ଚତା ଠାରୁ ଅଧିକ ରହିବା ଉଚିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More