Only for Entertainment

ସେପଟେ ଚାଲିଛି ବିଶ୍ୱକପ ମ୍ୟାଚ, ଏପଟେ ଭାରତୀୟଙ୍କ ପରିସ୍ଥିତି କିଛି ଏଭଳି !

178

ଆଇସିସି କ୍ରିକେଟ ବିଶ୍ୱ କପ-୨୦୧୯ର ମୁକାବିଲା ଲର୍ଡସ ଐତିହାସିକ ପଡିଆରେ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡଙ୍କ ମଧ୍ୟରେ ଖେଳାଯାଉଛି । ମ୍ୟାଚରେ ନ୍ୟୁଜିଲାଣ୍ଡ ଇଂଲଣ୍ଡ ଠାରୁ ଟସ ଜିତି ପ୍ରଥମେ ବ୍ୟାଟିଂ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଯେଉଁ ଟିମ ଜିତିବ ସେହି କ୍ରିକେଟ ଟିମ ଦୁନିଆର ନୂଆ ଚାମ୍ପିଅନସିପ ହାସିଲ କରିବ । ଏବେ ପର୍ଯ୍ୟନ୍ତ ୪୪ବର୍ଷ କ୍ରିକେଟ ବିଶ୍ୱ କପ୍ ରେ ଏହି ଦୁଇ ଟିମ ସାମିଲ ହୋଇନଥିଲେ । ସେ ଯାହା ହେଉ ନା କାହିଁକି , ମ୍ୟାଚ ଚାଲିଛି । କିଏ ଜିତିବ ତାହା ମ୍ୟାଚ ସରିଲେ ଜଣା ପଡିବ । କିନ୍ତୁ ଟ୍ୱିଟରରେ ୟୁଜର୍ସ ଏଭଳି ମିମ୍ସ ମନାଇ ଜଣାଇ ଦେଇଛନ୍ତି ଯେ ଇଣ୍ଡିଆନ ଫ୍ୟାନ୍ସଙ୍କ ଅବସ୍ଥା ଏବେ କିପରି ରହିଛି । ଏଠାରେ ଦେଖନ୍ତୁ କିଛି ଟ୍ୱିଟ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More