Only for Entertainment

ସଲମାନ ଖାନଙ୍କ ସହ ତୁଳନା କରାଯିବା ପରେ କିଛି ଏଭଳି କହିଲେ ବରୁଣ, ଯାହା ଶୁଣି ଖୁସି ହୋଇଯିବେ ସୁଲତାନ !

bussinessofcinema
0 40

ବରୁଣ ଧୱନଙ୍କ ଫିଲ୍ମ ଅକ୍ଟୋବର ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଅଛି । ବରୁଣ ଫିଲ୍ମକୁ ପ୍ରମୋଟ କରିବା ଲାଗି କୌଣସି ତରିକା ଛାଡି ନାହାନ୍ତି । କିଛିଦିନ ପୂର୍ବେ ବରୁଣ ଧୱନ କଳା ହିରଣ ଶିକାର ମାମଲାରେ ସଲମାନ ଖାନଙ୍କ ସାଥ ଦେଇଥିବା ନଜର ଆସିଥିଲେ । ଯେତେବେଳେ ବରୁଣ ଧୱନଙ୍କ ତୁଳନା ସଲମାନ ଖାନଙ୍କ ସହ କରାଯାଇଥିଲା ସେ ଏହା ଶୁଣି ଏଭଳି କିଛି କହିଛନ୍ତି ଯାହାକି ସଲମାନ ଶୁଣିଲେ ଖୁସି ହୋଇଯିବେ ।

429704867

ବରୁଣ ଧୱନଙ୍କୁ ଯେତେବେଳେ ସଲମାନଙ୍କ ଭଳି ବିଂଗ ହ୍ୟୁମାନ କୁହାଯାଇଥିଲା ବରୁଣ କହିଥିଲେ ସଲମାନଙ୍କ ସହ କୌଣସି ମାତ୍ରାରେ ତୁଳନୀୟ ନୁହଁନ୍ତି । ସଲମାନଙ୍କ ହୃଦୟ ବହୁତ ବଡ ଏବଂ ତାହା ଜଣା ନାହିଁ ଯେ କେତେ ଟଙ୍କା ସେ ଚ୍ୟାରିଟିକୁ ଦାନ କରିଦିଅନ୍ତି ବୋଲି ବରୁଣ କହିଛନ୍ତି ।

62338181.cms

ବଲିଉଡରେ ସଲମାନ ଖାନଙ୍କ ଭଳି କେହି ନାହାନ୍ତି ଏବଂ ସେ ଏକା ଏବଂ ତାଙ୍କ ଭଳି କେହି ହୋଇପାରିବେ ନାହିଁ ବୋଲି ମଧ୍ୟ ବରୁଣ କହିଛନ୍ତି । ଆପଣଙ୍କୁ କହି ରଖୁଛୁ ଯେ ଶୁକ୍ରବାର ଦିନ ରିଲିଜ ହେବାକୁ ଯାଉଅଛି ଫିଲ୍ମ ‘ଅକ୍ଟୋବର’ । ଏହି ଫିଲ୍ମର ନିର୍ଦ୍ଦେଶନା ସୁଜିତ ସରକାର ତୁଲାଇଛନ୍ତି । ଫିଲ୍ମରେ ଅଭିନେତା ବରୁଣଙ୍କ ଅଭିନେତ୍ରୀ ବନିତା ସାନ୍ଧୁ ନଜର ଆସିବେ ।

salman-khan_1523271557

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More