Only for Entertainment

ଏହି ସୁନ୍ଦର ପାକିସ୍ତାନୀ ସିଙ୍ଗରଙ୍କ ଅଶ୍ଳୀଳ ଫଟୋ ଏବଂ ଭିଡିଓ ଲିକ୍, ପ୍ରଧାନମନ୍ତ୍ରୀଙ୍କୁ ଦେଇସାରିଛନ୍ତି ଧମକ !

66

ପୂର୍ବରୁ ନିଜର ଅଜବ ଅଜବ କାମ ପାଇଁ ବିବାଦରେ ରହି ଆସିଥିବା ପାକିସ୍ତାନୀ ଗାୟିକା ରବି ପୀରଜାଦା ଏବେ ପୁଣି ବିବାଦରେ । କିଛି ଦିନ ତଳେ ନିଜ ଶରୀରରେ ବୋମା ଖଞ୍ଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧମକ ଦେଇଥିବା ରବିଙ୍କର ଏକ  ନଗ୍ନ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଟୁଇଟ୍‌ରରେ ନିଜର ଫଟୋ ସେୟାର କରି ରବି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧମକ ଦେଇଥିଲେ । ସେୟାର କରିଥିବା ଫଟୋରେ ସେ ନିଜ ଶରୀରରେ ବୋମା ଥିବା ଜ୍ୟାକେଟ୍‌ ପିନ୍ଧିଥିବାର ଦେଖାଯାଇଥିଲା । ତାଙ୍କର ଏଭଳି କାମ ପାଇଁ ଲୋକେ ତାଙ୍କୁ ଟୁଇଟ୍‌ରରେ ଟ୍ରୋଲ କରିଥିବା ବେଳେ ତାଙ୍କର ନଗ୍ନ ଭିଡିଓ ଏବେ ପୁଣି ତାଙ୍କୁ ଚର୍ଚ୍ଚାକୁ ଆଣିଛି ।

ତେବେ ମୋଦୀଙ୍କ ପାଇଁ ରବିଙ୍କୁ ଟ୍ରୋଲ କରାଯାଇଥିବା ବେଳେ ତାଙ୍କର ଅନ୍ତରଙ୍ଗ ଫଟୋ ଓ ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ଲୋକେ ତାଙ୍କୁ ସମର୍ଥନ ଜଣାଉଥିବା ଦେଖାଯାଇଛି । ଭିଡିଓକୁ ସେୟାର ନ କରିବା ପାଇଁ ସୋସିଆଲ ମିଡିଆରେ ଲୋକେ ଅନୁରୋଧ କରିବା ଆରମ୍ଭ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More