Only for Entertainment

ଶରୀର ପାଇଁ ସ୍ୱାସ୍ଥ୍ୟକର ଅମୃତଭଣ୍ଡା ମଂଜି ।

niftybenefits.com
26

କଂଚା ହେଉ ବା ପାଚିଲା ଅମୃତଭଣ୍ଡା ଏହା ଶରୀର ପାଇଁ ଖୁବ ଉପକାରୀ ।ଏଥିରେ କେତେକ ପ୍ରକାରର ପୋଷକ ତତ୍ତ୍ୱ ଭରି ରହିଥାଏ ।ଏହା ହୃତପିଣ୍ଡ ସହିତ ଜଡ଼ିତ କେତେକ ବିରାଟ ସମସ୍ୟାକୁ କମ କରିଥାଏ ।କେବଳ ହୃଦରୋଗ କାହିଁକି ମଧୁମେହରୁ ମଧ୍ୟ ରକ୍ଷା କରେ । ଏହା ସହିତ ଶରୀରରୁ କୋଲେଷ୍ଟ୍ରଲ କମ କରେ ଏବଂ ବିଷାଦରୁ ଦୂରେଇ ରଖିଥାଏ । କିନ୍ତୁ ଆଜି ଆମେ ତାହାର ମଂଜି ବିଷୟରେ କହିବୁ ।

ଲିଭର ସେରୋସିସ ଏଭଳି ଏକ ରୋଗ ଯାହା ଅଧିକ ମଦ୍ୟପାନ କରିବା ଦ୍ୱାରା ହୋଇଥାଏ । ଏଥିରୁ ବଂଚିବା ପାଇଁ ଆପଣ ଅମୃତଭଣ୍ଡା ମଂଜିର ଉପଯୋଗ କରିପାରିବେ ।ସେଥିପାଇଁ ଅମୃତଭଣ୍ଡାର ୪ରୁ ୫ଟି ମଂଜିକୁ ଶୁଖାଇ ବାଟି ଦିଅନ୍ତୁ ।ଏହା ସହିତ ଲେମ୍ବୁ ରସ ମିଶାଇ ପିଅନ୍ତୁ । ୧ ମାସ ପର୍ଯ୍ୟନ୍ତ ଏଭଳି କରିବା ଦ୍ୱାରା ଆପଣଙ୍କୁ ଏହାର ଫାଇଦା ବିଷୟରେ ଜଣାପଡ଼ିବ । ଯଦି ଆପଣଙ୍କର ପେଟ ସମ୍ବଦ୍ଧିତ ସମସ୍ୟା ରହିଛି ତେବେ ସେଥିରୁ ମଧ୍ୟ ଆପଣ ମୁକ୍ତି ପାଇପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More