Only for Entertainment

ବେବି କର୍ଣ୍ଣ ଓ ଭେଣ୍ଡିରେ ପ୍ରସ୍ତୁତ କରନ୍ତୁ ଏହି ଭିନ୍ନ ଧରଣର ଖାଦ୍ୟ ।

punjab kesari
0 48

ପ୍ରତ୍ୟେକ ଜିନିଷରେ ନିଜର ଏକ ଭିନ୍ନ ରୁଚି ରହିବା ସ୍ୱଭାବିକ କଥା । କିନ୍ତୁ ଖାଦ୍ୟର ରୁଚି ସମସ୍ତଙ୍କର ରହିଥାଏ । ତେଣୁ ପ୍ରତିଦିନ କିଛି ନୂଆ ନୂଆ ଖାଦ୍ୟ ରୋଷେଇ କରାଯାଏ । ତାହା ଭେଜ ହେଉ କିମ୍ବା ନନଭେଜ । ତେବେ ଚାଲନ୍ତୁ ଜାଣିବା ବେବି କର୍ଣ୍ଣ ଓ ଭେଣ୍ଡିରେ ତିଆରି ଏକ ଭିନ୍ନ ରୋଷେଇ ବିଷୟରେ । ଦେଖନ୍ତୁ ଭିଡିଓ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More