Only for Entertainment

ଘରେ ତିଆରି କରନ୍ତୁ ଦୋକାନ ଭଳି ଗାଣ୍ଠିଆ ।

suratisweetmart.com
0 74

ବେଳେ ବେଳେ ବିଭିନ୍ନ ପ୍ରକାର ସ୍ନାକ୍ସ ଖାଇବାକୁ ଇଛା ହୋଇଥାଏ । କେବଳ ଛୋଟ ପିଲା ନୁହଁନ୍ତି ବରଂ ସମସ୍ତେ ସ୍ନାକ୍ସ ଖାଇବାକୁ ପସନ୍ଦ କରନ୍ତି । ତେବେ ଆସନ୍ତୁ ଜାଣିବା ଗାଣ୍ଠିଆର ପ୍ରସ୍ତୁତି ପ୍ରଣାଳୀ ଯାହା କମ ସମୟ ମଧ୍ୟରେ ଏବଂ ଖୁବ ସହଜରେ ପ୍ରସ୍ତୁତ କରାଯାଇପାରିବ ।

ଆବଶ୍ୟକୀୟ ସାମଗ୍ରୀ- ୧ କପ ବେସନ, ୧/୨ କପ ଚାଉଳ ଚୁନା, କିଛି ଘିଅ,ଲୁଣ ଏବଂ ଆବଶ୍ୟକ ଅନୁସାରେ ଜଳ ।

ପ୍ରସ୍ତତି ପ୍ରଣାଳୀ- ଏକ ବାଉଲରେ ବେସନ,ଚାଉଳ ଚୁନା,କିଛି ଘିଅ ଏବଂ ଲୁଣ ପକାଇ ମିଶାନ୍ତୁ । ଏହା ପରେ ଅଳ୍ପ ଅଳ୍ପ କରି ଜଳ ପକାଇ ଏକ ଡଫ ପ୍ରସ୍ତୁତ କରନ୍ତୁ । ଏହା ପରେ ଏକ ପ୍ୟାନରେ ଛାଣିବା ପାଇଁ ତେଲ ପକାନ୍ତୁ ଏବଂ ଗରମ କରନ୍ତୁ । ତେଲ ଗରମ ହେବା ପରେ ଗାଣ୍ଠିଆ ମେକରରେ ଡଫକୁ ରଖି ଉପରୁ ଚାପ ଦେଇ ତେଲରେ ପକାନ୍ତୁ । ଏହିଭଳି ଭାବରେ ପ୍ରସ୍ତୁତ କରନ୍ତୁ ଗାଣ୍ଠିଆ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More