Only for Entertainment

ପ୍ରିୟା ପ୍ରକାଶ ୱାରିଅର ଲଢାଉଥିଲେ ପଂଝା, ହାରିବା ପୂର୍ବରୁ ଘଟିଲା କିଛି ଏଭଳି ଭିଡିଓ ହେଲା ଭାଇରାଲ !

khabarNDTV
0 63

ଇଂଟରନେଟରେ ଆଖି ନଚାଇ ରାତାରାତି ସେନସେଶନ ହୋଇଥିବା ଗର୍ଲ ପ୍ରିୟାପ୍ରକାଶ ସେବେଠାରୁ ହିଁ ଚର୍ଚ୍ଚାରେ ରହି ଆସିଛନ୍ତି । ପ୍ରିୟଙ୍କର ଏବେ ପର୍ଯ୍ୟନ୍ତ ଗୋଟେ ବି ଫିଲ୍ମ ରିଲିଜ ହୋଇନାହିଁ , ମାତ୍ର ତାଙ୍କ ପପୁଲାରିଟି ବିଷୟରେ ଯେତେ କହିଲେ କମ ହେବ । ମାଲୟାଲୀ ଫିଲ୍ମ ‘ଓରୁ ଅଦାର ଲବ’ଜରିଆରେ ପ୍ରିୟା ଡେବ୍ୟୁ କରିବାକୁ ଯାଉଛନ୍ତି । ଫିଲ୍ମର ଟ୍ରେଲର ଏବଂ ଗୀତ ଆଗରୁ ହିଟ ହୋଇସାରିଲାଣି ।

ଏହାମଧ୍ୟରେ ଆଉ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ପଂଝା ଲଢେଇ କରୁଥିବାର ନଜର ଆସିଛନ୍ତି । ଏହି ଭିଡିଓରେ ପ୍ରିୟା ସ୍କୁଲ ଡ୍ରେସ ପିନ୍ଧିଛନ୍ତି । ଏହି ଭିଡିଓ ତାଙ୍କ ଫିଲ୍ମ ‘ଓରୁ ଅଦାରୁ ଲବ’ସେଟର ଅଟେ । ଦେଖନ୍ତୁ ଭିଡିଓ-

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More