Only for Entertainment

ପ୍ରିୟା ପ୍ରକାଶଙ୍କ ନୂଆ ଲୁକ ଭାଇରାଲ, ସାମ୍ନାକୁ ଆସିଲା ଫଟୋ !

NDTV Khabar
0 51

ଭାଲେଂଟାଇନ ଡେ’ରେ ଏକ ଭାଇରାଲ ଭିଡିଓ ଦ୍ୱାରା ଚର୍ଚ୍ଚାକୁ ଆସିଥିବା ପ୍ରିୟା ପ୍ରକାଶ ବାରିୟର ଇନଷ୍ଟାଗ୍ରାମରେ ଫଟୋ ଶେୟାର କରିଛନ୍ତି । ଯାହା ପୁଣିଥରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଫଟୋରେ ସେ ଶାଢୀ ପିନ୍ଧିଥିବାର ନଜର ଆସିଛନ୍ତି । ପ୍ରଥମ ଥର ପ୍ରିୟାଙ୍କ ଏହି ଅନ୍ଦାଜ ଲୋକଙ୍କ ସାମ୍ନାକୁ ଆସିଛି ।

?

A post shared by priya prakash varrier (@priya.p.varrier) on

ବଦଳୁଥିବା ଋତୁ ସହ ସୁନ୍ଦର ପ୍ରକୃତିରେ ଭିନ୍ନ ଭିନ୍ନ ପୋଜରେ ନଜର ଆସିଛନ୍ତି ପ୍ରିୟା । ପ୍ରିୟା କେରଳ ବନ୍ୟା ପୀଡିତ ଲୋକଙ୍କୁ ନିଜର ସମ୍ବଳକୁ ନେଇ କିଛି ସାହାଯ୍ୟ କରିଛନ୍ତି ।

Some things never change ?

A post shared by priya prakash varrier (@priya.p.varrier) on

ଏଠାରେ ଆମେ କହି ରଖୁଛୁ ଯେ ଓରୁ ଅଦାର ଲଭ ଫିଲ୍ମର ଏକ ଭିଡିଓ ସଙ୍ଗ ପ୍ରିୟାଙ୍କୁ ରାତାରାତି ସୁପରଷ୍ଟାର ବନାଇ ଦେଇଥିଲା । କେବଳ ଆମ ଦେଶରେ ନୁହେଁ ବିଦେଶରେ ମଧ୍ୟ ଏହି ଭିଡିଓକୁ ଖୁବ ପସନ୍ଦ କରିଥିଲେ । ଯାହା ସମସ୍ତଙ୍କୁ ଘାଇଲା କରିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More