Only for Entertainment

ସାମ୍ନାକୁ ଆସିଲା ପ୍ରିୟଙ୍କା-ନିକଙ୍କ ହିନ୍ଦୁ ବିବାହର ନୂଆ ଫଟୋ, ଦେଖିବାକୁ ମିଳିଲା ଦୁହିଁଙ୍କ ଜବରଦସ୍ତ କେମେଷ୍ଟ୍ରୀ ।

priyankapedia insta pic
28

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ଆମେକରିକୀୟ ସିଙ୍ଗର ନିକ ଜୋନସ ଯୋଧପୁରର ଉମ୍ମେଦ ଭବନ ପ୍ୟାଲେସରେ ଉଭୟ ଖ୍ରୀଷ୍ଟିଆନ ଏବଂ ଦିନ୍ଦୁ ରୀତି ନୀତିରେ ବିବାହ କରିଛନ୍ତି । ଏହି ଗ୍ରାଣ୍ଡ ବିବାହର ଅଫିସିଆଲ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଛାଇ ରହିଥିବା ବେଳେ ଏବେ ଦୁହିଁଙ୍କ ବିବାହର କିଛି ନୂଆ ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ଦୁହେଁ ହିନ୍ଦୁ ବିବାହର କିଛି ରୀତିନୀତିକୁ ପାଳନ କରୁଥିବାର ଦେଖିବାକୁ ମିଳିଛି ।

ହ୍ୟାଲୋ ମ୍ୟାଗାଜିନ ବିବାହର କିଛି ନୂଆ ଫଟୋକୁ ଜାରି କରିଛନ୍ତି । ଫଟୋରେ ପ୍ରିୟଙ୍କା ନିକଙ୍କ ବିବାହର ରୀତିନୀତି ଦେଖିବାକୁ ମିଳିଛି । ପ୍ରିୟଙ୍କା ରେଡ ଲେହେଙ୍ଗାରେ ରୟାଲ ଲାଗୁଥିବା ବେଳେ ନିକ ଦେଶୀ ଲୁକରେ ଖୁବ ହ୍ୟାଣ୍ଡସମ ଦେଖାଯାଉଛନ୍ତି । ଏହା ସହିତ ଦୁହିଁଙ୍କୁ ପରିବାର ସଦସ୍ୟଙ୍କ ସହିତ ମଧ୍ୟ ନିଜର ଆସିଛନ୍ତି ।

ହିନ୍ଦୁ ବିବାହର ଫଟୋ ସହିତ ଦୁହିଁଙ୍କ ଖ୍ରୀଷ୍ଟିଆନ ବିବାହ ଫଟୋକୁ ମଧ୍ୟ ମ୍ୟାଗାଜିନ ଜାରି କରରରିଛି । ଫଟୋରେ ଦୁହିଁଙ୍କ ଜବରଦସ୍ତ କେମେଷ୍ଟ୍ରୀ ଦେଖିବାକୁ ମିଳିଛି ।

ଦେଖନ୍ତୁ ଫଟୋ-

nickyanka

nick and pc

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More