Only for Entertainment

ପ୍ରିୟଙ୍କା ଚୋପ୍ରା ସୂର୍ଯ୍ୟକିରଣର ଛିଟାଭଳି ଉପଭୋଗ କରୁଛନ୍ତି ଇଟାଲୀର ସୂର୍ଯ୍ୟ ।

indiatv
0 29

ଈଶା ଅମ୍ବାନୀଙ୍କ ରିଙ୍ଗ ଏକ୍ସଚେଂଜ ସେରମନୀରେ ଏକାଧିକ ବଲିଉଡ ଷ୍ଟାର ଯୋଗ ଦେବା ପାଇଁ ଇଟାଲୀ ଯାଇଥିଲେ । ଇଟାଲୀର ଲେକ କମୋ ନିକଟରେ ନିର୍ବନ୍ଧ ଇଭେଂଟ ପାର୍ଟି ଆରମ୍ଭ ହୋଇଥିଲା । ଏହା ସହିତ ସେଠାରେ ୩ ଦିନର ଇଭେଂଟର ଆୟୋଜନ କରାଯାଇଥିଲା ।

 

ପ୍ରିୟଙ୍କା ଚୋପ୍ରା ମଧ୍ୟ ଖୁବ ଉପଭୋଗ କରିଛନ୍ତି ଇଟାଲୀର ସୁର୍ଯ୍ୟକିରଣ । ସେଠାରେ ସେ ଖୁବ ଆନନ୍ଦ ନେଉଥିବାର ନଜର ଆସିଛନ୍ତି । ସମସ୍ତଙ୍କର ନଜର ଆମ ଦେଶୀ ଗର୍ଲଙ୍କ ଉପରେ ଥିଲା । ସେଠାରେ ତାଙ୍କ ସହିତ ତାଙ୍କ ମା ଓ ଭାଇ ମଧ୍ୟ ଉପସ୍ଥିତ ଥିଲେ । ତେବେ ନିକଟରେ ସେ ନିକ ଜୋନସଙ୍କ ଜନ୍ମଦିନ ମଧ୍ୟ ପାଳନ କରିଛନ୍ତି । ଏହାର ପ୍ର୍ରାୟ ଏକ ମାସ ପୂର୍ବରୁ ଦୁଇ ଜଣଙ୍କର ନିର୍ବନ୍ଧ କାର୍ଯ୍ୟ ଶେଷ ମୁମ୍ବାଇରେ ଶେଷ ହୋଇଛି । ଦୁଇଜଣ ଉଭୟଙ୍କର ଆଡୋରେବଲ ଫଟୋ ସେୟାର କରି ସମସ୍ତଙ୍କ ନଜର ତାଙ୍କ ପାଶ୍ୱର୍କୁ ଆକର୍ଷିତ କରିଥିଲେ ।

 

ୱର୍କ ଫ୍ରଂଟ କଥା ଆଲୋଚନା କଲେ ଜାଣିପାରିବେଯେ ପ୍ରିୟଙ୍କା ଖୁବଶୀଘ୍ର ‘ ଦ ସ୍କାଇ ଇଜ ଦ ପିଙ୍କ’ରେ ନଜର ଆସିବେ । ତାଙ୍କ ସହିତ ଜାଇରା ୱସିମ ମଧ୍ୟ ନଜର ଆସିବେ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More