Only for Entertainment

ଏନଗେଜମେଂଟରେ ପ୍ରିୟଙ୍କାଙ୍କ ଡ୍ୟାନ୍ସ ଭିଡ଼ିଓ ସୁଟ କରୁଥିବାର ନଜର ଆସିଲେ ନିକ ।

aajtak
0 58

ଗତ କାଲି ପ୍ରିୟଙ୍କା ଏବଂ ନିକଙ୍କ ନିର୍ବନ୍ଧ କାର୍ଯ୍ୟ ସମାପ୍ତ ହୋଇ ସାରିଛି । ନିର୍ବନ୍ଧରେ ବଲିଉଡ ତାରକା ଏବଂ ବିଜନେସମ୍ୟାନ ମାନେ ଯୋଗ ଦେଇଥିଲେ । ତେବେ କେବଳ ଘନିଷ୍ଠ ବନ୍ଧୁ ମାନଙ୍କୁ ନିମନ୍ତ୍ରଣ କରିଥିଲେ ପ୍ରିୟଙ୍କା । ପ୍ରିୟଙ୍କା ପାର୍ଟିରେ ଡ୍ୟାନ୍ସ କରୁଥିବାର ନଜର ଆସିଲେ । କେବଳ ପ୍ରିୟଙ୍କା ନୁହଁନ୍ତି ପ୍ରିୟଙ୍କାଙ୍କ ସହିତ ନିକ ମଧ୍ୟ ଡ୍ୟାନ୍ସ କରୁଥିବାର ନଜର ଆସିଲେ ।

 

ପାର୍ଟିର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡ଼ିଓରେ ବ୍ରିୟଙ୍କା ନିକଙ୍କ ସହିତ ଡ୍ୟାନ୍ସ ଫ୍ଲୋରରେ ନଜର ଆସିଛନ୍ତି । ପ୍ରିୟଙ୍କା ତାଙ୍କ ବନ୍ଧୁ ଅନୁଷ୍କାଙ୍କ ସହିତ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଖାସ କଥା ହେଉଛି ସେହି ସ୍ଥାନରେ ନିକ ଏହି ଡ୍ୟାନ୍ସର ଭିଡ଼ିଓ କରୁଥିବା ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More