Only for Entertainment

ପ୍ରିୟଙ୍କାଙ୍କ ନିର୍ବନ୍ଧନରେ ସାମ୍ନାକୁ ଆସିଲା ଏକ୍ସ ବଏଫ୍ରେଣ୍ଡ ଶାହିଦଙ୍କ ରିଆକ୍ସନ ।

aajtak
0 65

ପ୍ରିୟଙ୍କା ଏବଂ ନିକଙ୍କ ନିର୍ବନ୍ଧ ସରି ଯାଇଛି । ପ୍ରିୟଙ୍କାଙ୍କ ପରିବାର ସହିତ ନିକ ଜୋନସଙ୍କ ପରିବାର ମଧ୍ୟ ସାମିଲ ଥିଲେ । ପ୍ରିୟଙ୍କା ନିଜ ସଂପର୍କର ଅଫିସିଆଲ ଘୋଷଣା କରିବା ପରେ ସମସ୍ତଙ୍କ ତରଫରୁ ଅଭିନନ୍ଦନର ସୁଅ ଛୁଟିଲା ।

ଅଭିନେତା ଶାହିଦ କପୁର ଏବଂ ପ୍ରିୟଙ୍କା ଉଭୟ ପରସ୍ପରକୁ ଡେଟ କରୁତିବା ଘଟଣା ମଧ୍ୟ ଖୁବ ଚର୍ଚ୍ଚାରେ ରହିଥିଲା,କିନ୍ତୁ ଦୁଇ ଜଣ କେବେ ମଧ୍ୟ ଏହାର ଅଫିସିଆଲ ଘୋଷଣା କରିନାହାଁନ୍ତି । ତେବେ ଶାହିଦ ଜୀବନରେ ଆଗକୁ ବଇ ଯାଇଛନ୍ତି ଏବଂ ପ୍ରିୟଙ୍କା ମଧ୍ୟ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି ।

ନିକଟରେ ଶାହିଦଙ୍କୁ ପ୍ରିୟଙ୍କା ନିର୍ବନ୍ଧ ବିଷୟରେ କିଛି ପ୍ରଶ୍ନ କରାଯାଇଥିଲା,ଯେଉଁଥିରେ ଶାହିଦ କହିଛନ୍ତିଯେ ମୁଁ ପ୍ରିୟଙ୍କା ପାଇଁ ଖୁବ ଖୁସି ଅଛି,ବିବାହର ଅଭିନନ୍ଦନ । ବିବାହ ଏକ ସୁନ୍ଦର ବନ୍ଧନ,ମୁଁ ଏହାକୁ ଅନୁଭବ କରିଛି,ଅଲ ଦ ବେଷ୍ଟ ଟୁ ହର ।

ଏାହିଦ ଏହି କଥା ତାଙ୍କ ଆଗାମୀ ଫିଲ୍ମ ବତୀ ଗୁଲ ମିଟର ଚାଲୁର ପ୍ରମୋଶନ ସମୟରେ କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More