Only for Entertainment

ଭାଇର ଜନ୍ମଦିନରେ ତାଙ୍କ ପାପାଙ୍କୁ ମନେ ପକାଇ ଇମୋଶନାଲ ହେଲେ ପ୍ରିୟଙ୍କା ।

zaenews
0 44

ପ୍ରିୟଙ୍କା ଚୋପ୍ରା ଏବେ ମୁମ୍ବାଇରେ ଅଛନ୍ତି । ଏହି ମଧ୍ୟରେ ପ୍ରିୟଙ୍କା ଗୁରୁବାର ଦିନ ତାଙ୍କ ଭାଇ ସିଦ୍ଧାର୍ଥଙ୍କ ଜନ୍ମଦିନ ତାଙ୍କ ମା’ଙ୍କ ସହିତ ପାଳନ କରିଛନ୍ତି । ଏହି ମଧ୍ୟରେ ପ୍ରିୟଙ୍କା ଖୁବ ଇମୋଶନାଲ ମେସେଜ ଲେଖିଛନ୍ତି । ସେ ତାଙ୍କ ଭାଇଙ୍କ ସହିତ ଫଟୋ ଟ୍ୱିଟ କରି ଲେଖିଛନ୍ତିଯେ ସାନ ଭାଇ ଜନ୍ମଦିନର ଶୁଭକାମନା,ଭଲ ପାଇବା ଏବଂ ପ୍ରାର୍ଥନା । ତୁମେ ଏକ ଖାସ ବ୍ୟକ୍ତି ହୋଇସାରିଛ । ଭାଇଙ୍କୁ ଦେଖି ପ୍ରିୟଙ୍କା ତାଙ୍କ ପାପାଙ୍କୁ ଖୁବ ମନେ ପକାଇଛନ୍ତି । ତାଙ୍କ ବିନମ୍ରତା ପାଇଁ ସେ ଧନ୍ୟବାଦ ଦେଇଛନ୍ତି ।

 

 

ପ୍ରିୟଙ୍କା ଜନ୍ମଦିନର ଫଟୋ ମଧ୍ୟ ସେୟାର କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More