Only for Entertainment

ସୁଟ ଏବଂ ପଟୋଲା ପରେ ଗୁରୁ ରନ୍ଧୱରଙ୍କର ନୂଆ ପାର୍ଟି ନମ୍ବର ଗୀତ, ଖୁଶାଲୀଙ୍କ ସହ ମଚାଇଲେ ଧମାକା ।

youtube
0 76

ପଂଜାବୀ ସିଙ୍ଗର ଗୁରୁ ରନ୍ଧୱା ଏବଂ ତୁଲସୀ କୁମାରଙ୍କ ନୂଆ ଗୀତ ‘ରାତ କମାଲ ହେ’ରିଲିଜ ହୋଇଯାଇଛି । ଏହି ପାର୍ଟି ସଙ୍ଗରେ ତାଙ୍କ ସହ ନଜର ଆସିଛନ୍ତି ଖୁଶାଲୀ କୁମାର । ଖୁସାଲୀ ଏବଂ ତୁଲସୀ ଦୁହେଁ ଭଉଣୀ ଏବଂ ଟିସିରିଜ ମାଲିକ ଗୁଲସନ କୁମାରଙ୍କ କନ୍ୟା ଅଟନ୍ତି ।

ଗୁରୁ ଏବଂ ତୁଲସୀଙ୍କର ଏହି ଗୀତରେ ଖୁଶାଲୀ କମାଲ ଭାବେ ଜୁଗଳବନ୍ଦୀ କରିଛନ୍ତି ଏବଂ ଏଥିରେ ତାଙ୍କର ଡ୍ୟାନ୍ସ ମୁଭ୍ସ ଗୀତକୁ ଆହୁରି ସ୍ପେଶାଲ ବନାଇ ଦେଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More