Only for Entertainment

ୱାର ଫିଲ୍ମର ଗୀତ ଘୁଗୁଂରୁରେ ଏକାଠି ନାଚିଲେ କୋରିଓଗ୍ରାଫର ଫରହା ଖାନ୍,ଷ୍ଟାର ଟେନିସ ଖେଳାଳୀ ସାନିଆ ମୀର୍ଜା ଓ ସାଉଥ ସୁପରଷ୍ଟାର ରାମ ଚରଣ, ଭିଡିଓ ସୋସିଆଲ ମିଡିଆରେ ଭାଇରାଲ !

46

ୱାର ଫିଲ୍ମର ଗୀତ ଘୁଗୁଂରୁରେ ଏକାଠି ନାଚିଲେ କୋରିଓଗ୍ରାଫର ଫରହା ଖାନ୍,ଷ୍ଟାର ଟେନିସ ଖେଳାଳୀ ସାନିଆ ମୀର୍ଜା ଓ ସାଉଥ ସୁପରଷ୍ଟାର ରାମ ଚରଣ । କଳାକାର,ଖେଳାଳୀ ଓ କୋରିଓଗ୍ରାଫରଙ୍କ ଏହି ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ନିକଟରେ ସାନିଆ ମୀର୍ଜାଙ୍କ ଭଉଣୀ ଅନମଙ୍କ ବାହାଘର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଯେଉଁଠି ସେଲିବ୍ରେଟିଙ୍କ ଭିଡ ଦେଖିବାକୁ ମିଳିଥିଲା । ଏହାରି ଭିତରେ ରାମଚରଣ, ଫରହାନ ଓ ସାନିଆ ୱାର ଫିଲ୍ମ ଗୀତରେ ନାଚିଥିଲେ । ରାମଚରଣଙ୍କ ପତ୍ନୀ ଉପାସନା ଏହି ଭିଡିଓକୁ ଇନଷ୍ଟାଗ୍ରାମ ପେଜରେ ପୋଷ୍ଟ କରିଥିଲେ ।

 

View this post on Instagram

 

On popular demand !

A post shared by Upasana Kamineni Konidela (@upasanakaminenikonidela) on

 

View this post on Instagram

 

With my new best friend @alwaysramcharan in Hyderabad! Such a lovely guy.. #abbasanamhi #wedding #hyderabadnights

A post shared by Farah Khan Kunder (@farahkhankunder) on

ଅନ୍ୟପଟେ ରାମଚରଣଙ୍କ ଉଠାଇଥିବା ଏକ ଫଟୋ ପୋଷ୍ଟ କରିଛନ୍ତି ଫରହା ଓ ଲେଖିଛନ୍ତି ମୁଁ ମୋ ନୂଆ ଘନିଷ୍ଠ ବନ୍ଧୁଙ୍କ ସହ ବେଶ ଖୁସି ଅଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More