Only for Entertainment

ଜାଣନ୍ତୁ ଆଜିର ରାଶିଫଳ

79

ମେଷ: ବେପାରରେ ସଫଳତା ଓ ଲାଭ ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ବାଦ ବିବାଦ ଠାରୁ ଦୂରେଇ ରହଲେ ଭଲ। ବନ୍ଧୁଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ।

ବୃଷ: ଆପଣଙ୍କର ଜରୁରି କାମ ସ˚ପୂର୍ଣ୍ଣ ହେବ। ସରକାରୀ କ୍ଷେତ୍ରରୁ ଲାଭ ପାଇବେ। ସନ୍ଧ୍ୟାରେ କୌଣସି ଶୁଭ ସମାଚାର ମିଳିପାରେ। ପ୍ରିୟ ବନ୍ଧୁଙ୍କ ସହିତ ସମୟ ବଢ଼ିଆ ବିତିବ।

ମିଥୁନ: ମନରେ ପ୍ରସନ୍ନତା ବଜାୟ ରହିବ। ବଡ଼ କ˚ପାନି ସହିତ ସଉଦା କରିପାରନ୍ତି। ରାଜନୀତିରେ ଆର୍ଥିକ ଲାଭ ହେବ। ପରିବାର ଲୋକଙ୍କ ସହିତ ଅଧିକ ସମୟ ବିତିବ।

କର୍କଟ: କଳ୍ପନା ଶକ୍ତି ଆପଣଙ୍କ ଆଶା ପୂରା କରିବାରେ ସହାୟକ ହେବ। କୌଣସି କାମ ପାଇଁ ସମ୍ମାନିତ ହୋଇପାରନ୍ତି। ବିରୋଧୀମାନେ ପ୍ରଶ˚ସା କରିବେ।

ସି˚ହ: ଆପଣଙ୍କର ମନୋଭାବ କୌତୁକିଆ ରହିବ। ବନ୍ଧୁମାନଙ୍କ ସହିତ ଅଧିକ ସମୟ ବିତିବ। ଆପଣଙ୍କୁ କୌଣସି ଶୁଭ ସମାଚାର ମିଳିବ। ଜୀବନସାଥୀଙ୍କ ପ୍ରେମ ଓ ସୁଖ ପାଇବେ।

କନ୍ୟା: ଆଗକୁ ବଢ଼ିବାର ଦିନଟିଏ। ଯାହା ବି କାମ କରିବେ ସଫଳତା ପାଇବେ। ସାମାଜିକ ପଦ ପ୍ରତିଷ୍ଠା ବୃଦ୍ଧି ହେବ। ମହିଳାମାନଙ୍କର ଗଳ୍ପ କବିତା ଆଦିରେ ରୁଚି ବଢ଼ିବ।

ତୁଳା: ଆଗକୁ ବଢ଼ି ଚାଳନ୍ତୁ, ପରିସ୍ଥିତି ଆପଣଙ୍କ ପକ୍ଷରେ ରହିବ। କୌଣସି ଉଚ୍ଚପଦ ମିଳିପାରେ। ସରକାରୀ କାମରେ ଲୋକଙ୍କ ସହଯୋଗ ପାଇବେ।

ବିଛା: ପୂଜାପାଠରେ ରୁଚି ବଢ଼ିବ। ବ୍ୟାବସାୟିକ କାମରେ ଦୂର ଯାତ୍ରା। ରାଜନୀତିରେ ଆର୍ଥିକ ଲାଭ। ଦାଂପତ୍ୟ ଜୀବନ ମଧୁରତାରେ ପୂର୍ଣ୍ଣ ରହିବ।

ଧନୁ: ଧୈର୍ଯ୍ୟ ଧରି କାମ କରନ୍ତୁ, ସଫଳ ହେବେ। ବଡ଼ମାନଙ୍କ ମତ ଗ୍ରହଣ କରନ୍ତୁ। ବ୍ୟାବସାୟିକ ମାମଲାରେ ବାହାରକୁ ଯିବା ଲାଗି ଯୋଜନା କରିବେ।

ମକର: ଆପଣଙ୍କୁ କୌଣସି ଅଜ୍ଞାତ ସ୍ରୋତରୁ ଧନଲାଭ ହୋଇପାରେ। ବ୍ୟବସାୟୀଙ୍କ ଲାଗି ଦିନଟି ଅନୁକୂଳ। ଅଫିସରେ କୌଣସି ନୂଆ ଯୋଜନାରେ କାମ କରିପାରନ୍ତି।

କୁମ୍ଭ: ନିଜର ଲକ୍ଷ୍ୟ ସମ୍ବନ୍ଧରେ ବିଚାର ବିମର୍ଶ କରିବେ। ସରକାରୀ କାମରେ ଲାଭ ମିଳିବାର ଯୋଗ। ରାଜନୀତିକ କାମରେ ରୁଚି ରହିବ। ଜୀବନସାଥୀଙ୍କ ଠାରୁ ଭଲ ଖବର ପାଇବେ।

ମୀନ: ମନରେ ଥିବା ନକରାତ୍ମକ ଚିନ୍ତା ସମାପ୍ତ ହୋଇଯିବ। ଜୀବନସାଥୀଙ୍କ ସହିତ ଧର୍ମସ୍ଥାନକୁ ଯିବାର ଯୋଜନା କରିବେ। ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ରହିବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More