Only for Entertainment

ପରିବାର ସହ ଇଟାଲୀ ଗଲେ ଦୀପ-ବୀର, ୪ଦିନ ପରେ କରିବେ ବିବାହ !

28

ରଣବୀର ସିଂ ଏବଂ ଦୀପିକା ପାଦୁକୋଣ ବଲିଉଡରେ ଚର୍ଚ୍ଚିତ କପଲ ଆଗାମୀ ସପ୍ତାହରେ ବିବାହ କରିବାକୁ ଯାଉଛନ୍ତି । ନିକଟରେ ରଣବୀର ଏବଂ ଦୀପିକା ସୋସିଆଲ ମିଡିଆ ଜରିଆରେ ନିଜ ବିବାହ ଖବର ଜଣାଇଥିଲେ । ଜଣାଇଥିଲେ ଯେ ସେ ୧୪ ଏବଂ ୧୫ନଭେମ୍ବରରେ ବିବାହ କରିବାକୁ ଯାଉଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ଏହି ଦୁଇ ଯୋଡି ଇଟାଲରରେ ବିବାହ କରିବାକୁ ସ୍ଥିର କରିଥିଲେ । ତେବେ ଗତକାଲି ରାତିରେ ଦୁହେଁ ଦୁହିଁଙ୍କ ପରିବାର ସହ ଇଟାଲୀ ଯିବା ବେଳେ ମୁମ୍ବାଇ ଏୟାରପୋର୍ଟରେ ସ୍ପଟ ହୋଇଥିଲେ । ଦେଖନ୍ତୁ ଭିଡିଓ –

 

View this post on Instagram

 

??? #deepikapadukone

A post shared by Viral Bhayani (@viralbhayani) on

 

View this post on Instagram

 

#deepikapadukonesingh soon ???❤️❤️❤️

A post shared by Viral Bhayani (@viralbhayani) on

 

View this post on Instagram

 

Yes it had to be this way ❤️❤️??? #ranveersingh gets a warm good bye as he leaves for his wedding #ranveersingh @viralbhayani

A post shared by Viral Bhayani (@viralbhayani) on

 

View this post on Instagram

 

All set for #ranveersingh #deepikapadukone wedding in Italy @viralbhayani

A post shared by Viral Bhayani (@viralbhayani) on

 

View this post on Instagram

 

#ranveersingh parents as they leave for the wedding at #lakecomo

A post shared by Viral Bhayani (@viralbhayani) on

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More