Only for Entertainment

ରଣବୀର ହେଲେ ପର୍ଫେକ୍ଟ ପତି, ଦୀପିକାଙ୍କ ଜିନ୍ସ ସଫା କରି ପବ୍ଲିକରେ କଲେ କିସ ।

naaju
37

ବଲିଉଡ ଆକ୍ଟର ରଣବୀର ସିଂ ପତ୍ନୀ ଦୀପିକାଙ୍କୁ କେତେ ଭଳପାଆନ୍ତି ଏହା କାହାକୁ ଅଛପା ନାହିଁ । ନିଜ ଠାରୁ ଅଧିକ ସେ ପତ୍ନୀଙ୍କର ଯତ୍ନ ନିଅନ୍ତି । ଏହିଭଳି କିଛି ସାମ୍ନାକୁ ଆସିଥିବା ଫଟୋରେ ନଜର ଆସିଛି । ବାସ୍ତବରେ ଜୁରୁବାର ମିଳମ୍ବ ରାତିରେ ଦୁଇଜଣ ଏକ ରେଷ୍ଟୁରାଂଟ ବାହାରେ ସ୍ପଟ ହେଲେ । ଏହି ସମୟରେ କିଛି ଖାସ ଫଟୋ କ୍ଲିକ ହୋଇଛି ।

ବାହାରକୁ ଆସିବା ବେଳେ ଦୀପିକାଙ୍କ ଜିନ୍ସରେ କିଛି ଲାଗିଥିଲା ଯାହାକୁ ରଣବୀର ସଫା କରୁଥିବାର ନଜର ଆସିଛି ।

ଜିନ୍ସ ସଫା କରି ସାରିବା ପରେ ଦୀପିକାଙ୍କୁ ସମସ୍ତଙ୍କ ସାମ୍ନାରେ କିସ କଲେ ରଣବୀର । ଏହା ଦେଖି ପ୍ରମାଣିତ ହେଉଛିଯେ ରଣବୀର ଜଣେ ପର୍ଫେକ୍ଟ ପତି । ତେଣୁ ଦୁଇଜଣ ବି ଟାଉନର ବେଷ୍ଟ କପଲ ମଧ୍ୟରୁ ଗୋଟିଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More