Only for Entertainment

ମର୍ଦ୍ଦ କୋ ଦର୍ଦ ନହିଁ ହୋତା କହିବାରୁ ଏଭଳି ମୁଥ ମାରିଲେ ରଣବୀର, ତାହା ପରେ…….. । ଦେଖନ୍ତୁ ଭିଡ଼ିଓ ।

ndtv
31

ବଲିଉଡ ଆକ୍ଟର ରଣବୀର ସିଂଙ୍କ ଏକ ଭିଡ଼ିଓ ଭାଇରାଲ ହେଉଛି । ଯେଉଁଥିରେ ସେ ଆକ୍ଟର ଅଭିମନ୍ୟୁ ଦାସାୀଙ୍କୁ ମୁଥ ମାରୁଥିବାର ନଜର ଆସିଛନ୍ତି । ଏହି ଭିଡ଼ିଓକୁ ଅଭିମନ୍ୟୁ ଦାସାନୀ ତାଙ୍କ ଇଂଷ୍ଟାଗ୍ରାମ ଆକାଊଂଟରେ ଶେୟାର କରିଛନ୍ତି । ବାସ୍ତବରେ ଅଭୁମନ୍ୟୁ ଦାସାନୀଙ୍କ ଫିଲ୍ମ ମର୍ଦ୍ଦ କୋ ଦର୍ଦ ନହିଁ ହୋତା ରିଲିଜ ହେବାକୁ ଯାଉଛି । ଫିଲ୍ମରେ ଡାଏଲଗ କିନ୍ତୁ ଏଠାରେ କାମ ଦେଲା ନାହିଁ, ଯାହା ଫଳରେ ସତରେ ଯନ୍ତ୍ରଣା ପାଇଲେ ଅଭିମନ୍ୟୁ । ଯେତେବେଳେ ରଣବୀରଙ୍କ ଠାରୁ ତାଙ୍କ ଫ୍ଲୋଇଙ୍ଗ ପଂଚ ମିଳିଲା ସେ ତଳେ ପଡ଼ିଗଲେ । ଭିଡ଼ିଓ ଶେୟାର କରି ଅଭୁମନ୍ୟୁ ଲେଖିଛନ୍ତି ସିମ୍ବା ସିର୍ଯ୍ୟାଙ୍କୁ ସାକ୍ଷାତ କରନ୍ତୁ । ଯନ୍ତ୍ରଣା ବ୍ୟତୀତ ଏଠି ସବୁକିଛି ହେଉଛି ।

ମର୍ଦ୍ଦ କୋ ଦର୍ଦ୍ଦ ନହିଁ ହୋତା ରିଲିଜ ପୂର୍ବରୁ ତଥ୍ୟକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏହାର ପୋଷ୍ଟରକୁ ଖୁବ ପସନ୍ଦ ମଧ୍ୟ କରାଯାଇଛି । ଫିଲ୍ମ ଫେଷ୍ଟଭାଲରେ ଏହି ଫିଲ୍ମ ଷ୍ଟାଣ୍ଡିଂ ଓଭେସନ ମଧ୍ୟ ମିଳିଲା । ଫିଲ୍ମ ଟିଆଇଏଫଏଫରେ ମିଡନାଇଟ ମ୍ୟାଡନେସ ଆୱାର୍ଡ଼ ମଧ୍ୟ ପାଇସାରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More