Only for Entertainment

ପାଳଙ୍ଗ ବରା ପ୍ରସ୍ତୁତି ପ୍ରଣାଳୀ

you tube
0 45

ସାମଗ୍ରୀ-
ପାଳଙ୍ଗ-୩୦୦ ଗ୍ରାମ, ଅଟା- ୮୦ ଗ୍ରାମ, ବେସନ-୪୦ ଚାମଚ, ସୁଜି- ୪୦ ଚାମଚ, ଅଦା- ୨ ଚାମଚ, ରସୁଣ- ୨ ଚାମଚ, କଂଚା ଲଙ୍କା- ଅଧା ଚାମଚ, ଜିରା- ୧ ଚାମଚ, ହଳଦୀ- ଅଧା ଚାମଚ, ବେକିଙ୍କ ସୋଢା- ଅଧା ଚାମଚ, ଲୁଣ- ୧ ଚାମଚ, ଗୋଲମରିଚ ଗୁଣ୍ଡ- ୧ ଚାମଚ, ଧନିଆ ପତ୍ର- ୨ ଚାମଚ, ଲେମ୍ବୁ ରସ- ୧ ଚାମଚ, କ୍ରିମ- ୧ ଚାମଚ, ତେଲ-୨ଚାମଚ, ପାଣି- ୫୦ ମିଲି

ପ୍ରଣାଳୀ-
ଏକ ବାଉଲରେ ସମସ୍ତ ସାମଗ୍ରୀକୁ ପକାଇ ଭଲଭାବେ ମିଶାଇ ଦିଅନ୍ତୁ । ଭଲଭାବେ ମିଶାଇବା ପରେ ଏହି ମିଶ୍ରଣରୁ କିଛି ହାତରେ ନେଇ ଟିକି ଆକାରର ଦିଅନ୍ତୁ । ବର୍ତ୍ତମାନ ଏହାକବୁ ଷ୍ଟିମ ଦେବା ପାଇଁ ୨୦ ମିନିଟ ପର୍ଯ୍ୟନ୍ତ ଷ୍ଟିମରରେ ରଖନ୍ତୁ । ଆପଣଙ୍କର ପାଳଙ୍ଗ ବରା ପ୍ରସ୍ତୁତ ହୋଇଗଲା । ବର୍ତ୍ତମାନ ଏହାକୁ କେଚଅପ ସହିତ ସର୍ଭ କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More