Only for Entertainment

ଅଭିନେତା ରିତେଶ ଦେଶମୂଖ ଏଭଳି ଏକ ନିଆରା ଭିଡିଓ କଲେ ସେୟାର, ଦେଖନ୍ତୁ !

the indian express
0 43

ବଲିଉଡ ଭର୍ସାଟାଇଲ ଅଭିନେତା ରିତେଶ ଦେଶମୂଖ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରୁହନ୍ତି । ସୋସିଆଲ ମିଡିଆରେ ଆସିବା ଦିନ ଠାରୁ ହିଁ ସେ କିଛି ନା କିଛି ଆକ୍ଟିଭିଟି କରୁଥାଆନ୍ତି । ରିତେଶ ତାଙ୍କର ଟ୍ୱିଟର ଆକାଉଂଟରେ ଏକ ଭିଡିଓ ସେଆର କରିଛନ୍ତି ଏବଂ ସେଥିରେ କ୍ୟାପସନ ଲେଖିଛନ୍ତି ‘ଦେଖନ୍ତୁ ଏହାକୁ, ବର୍ଷା ହେଉଛି….ଅବିଶ୍ୱସନୀୟ’ ।

ଏହି ଭିଡିଓ ସେୟାର କଲା ପରେ ଅନେକ ଲୋକ ଅନେକ ପ୍ରଶ୍ନ କରିଛନ୍ତି । ଏହି ଭିଡିଓକୁ ଦେଖି ଅନେକ ଳୋକ ଅନେକ ମତ ଦେଇଛନ୍ତି ଏବଂ କହିଛନ୍ତି ହ୍ୟୁମାନଏଡ ରୋବର୍ଟ ୨୦୦ବର୍ଷରେ ଦୁନିଆରେ ରାଜ କରିବ ।

ଲୋକମାନେ ଖୁବ ଶୀଘ୍ର ଏହାର ଅଭ୍ୟାସରେ ପଡିଯିବେ । କିଛି ଲୋକ ଏହାକୁ ଦେଖି ପ୍ରଶ୍ନ କରିଛନ୍ତି ଯେ କଣ ଏହା ସତରେ ସମ୍ଭବ । ଯଦି ଏହା ସତ ତେବେ ଏହା ଫସଲ ଆଦି ପାଇଁ ଖୁବ ସହାୟକ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More