Only for Entertainment

ଶିଖର ଧୱନଙ୍କ ପୁଅ ଯେତେବେଳେ ବେକରେ ଗୁଡାଇ ସାପକୁ ଧରିଲେ ଜାଣନ୍ତୁ !

JANSTTA
0 75

କ୍ରିକେଟର ଶିଖର ଧୱନ କିଛି ଦିନ ହେବ ଅଷ୍ଟ୍ରେଲିଆରେ ତାଙ୍କ ଫ୍ୟାମିଲି ସହ କ୍ୱାଲିଟି ଟାଇମ ଅତିବାହିତ କରୁଛନ୍ତି । ଏହାସହ ସୋସିଆଲ ମିଡିଆରେ ତାଙ୍କର ଫଟୋ ଏବଂ ଭିଡିଓ ସେୟାର କରି ପ୍ରଶଂସକ ମାନଙ୍କୁ ନିଜର ଗତିବିଧି ଉପରେ ଅପଡେଟ ମଧ୍ୟ ଦେଉଛନ୍ତି ।

Shikhar-Dhawan-5-703x550

ଧୱନ ତାଙ୍କ ପୁଅକୁ ଦେଖା କରିବାକୁ ସ୍କୁଲ ଯାଇଥିଲେ ଯାହାର ଭିହିଓ ସେ ସୋସିଆଲ ମିଡିଆରେ ସେୟାର କରିଥିଲେ । ଏହାବ୍ୟତୀତ କିଛିଦିନ ତଳେ ସେ ତାଙ୍କ ପରିବାର ସହ କ୍ରିକେଟ ଖେଳୁଥିବା ଭିଡିଓ ମଧ୍ୟ ସେୟାର କରିଥିଲେ ।

Zoravar-707x550

ରବିବାର ଦିନ ଧୱନ ତାଙ୍କ ପରିବାର ସହ ଅଷ୍ଟ୍ରେଲିଆ ବୁଲିବାକୁ ଯାଇଛନ୍ତି, ଏହି ଫଟୋ ତାଙ୍କ ପତ୍ନୀ ଆୟେଶା ଇନ୍ଷ୍ଟାରେ ଅପଲୋଡ କରିଛନ୍ତି ।

Shikhar-Dhawan-2-703x550

ଏହି ଫଟୋରେ ଧୱନଙ୍କ ପୁଅ ବେକରେ ସାପକୁ ଗୁଡାଇ ଧରିଥିବାର ନଜର ଆସିଥିଲେ ଏବଂ ଏହା ସହ ତାଙ୍କ ଝିଅ ମଧ୍ୟ ବେକରେ ସାପକୁ ଧରି ରହିଥିବା ଫଟୋ ସେୟାର ହୋଇଛି । ଆସନ୍ତୁ ନଜର ପକାଇବା ଏହି ଫଟୋ ଉପରେ ।

Shikhar-Dhawan-wife-1-702x550

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More