Only for Entertainment

‘ଭାବୀଜି ଘର ପେ ହେଁ’ ସିରିୟଲର ଏହି କଳାକାରଙ୍କୁ ମିଳିଲା ଦାଦା ସାହେଦ ଫାଲକେ ଆୱାର୍ଡ ।

amarujala
0 53

ଭାବୀଜୀ ଘର ପେ ହେଁ ସିରିୟଲରେ ଏହି ପ୍ରସିଦ୍ଧ ଭୂମିକା ନିର୍ବାହ କରୁଥିବା କଳାକାରଙ୍କୁ ଦାଦା ସାହେବ ଫାଲକେ ଆୱାର୍ଡ୨୦୧୮ରେ ସମ୍ମାନିତ କରାଯାଇଛି ।

07Rohitash-Gaud

ସେ ହେଉଛନ୍ତି କାଲକା ନିବାସୀ ବଲିଉଡ ଅଭିନେତା ରୋହତାଶ ଗୌଡ, ଅର୍ଥାତ ତିୱାରୀ ଜୀ । ତାଙ୍କୁ ମୁଖ୍ୟ ହାସ୍ୟ ଅଭିନେତା ପାଇଁ ଏହି ଆୱାର୍ଡ । ଏହି କାରଣରୁ କାଲକା ନିବାସୀଙ୍କ ମନରେ ଖୁସିର ଲହରି ଖେଳି ଯାଇଛି । ଏକ ବିଶେଷ ସୂତ୍ରରୁ ପ୍ରକାଶ ଯେ ରୋହତାଶ ଗୌଡ ୨୯ଅପ୍ରେଲରେ ମୁମ୍ବାଈ ସହର ସ୍ଥିତ ଚିତକୁଟ ଗ୍ରାଉଂଣ୍ଡରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେଠାରେ ତାଙ୍କୁ ଫିଲ୍ମ ନିର୍ମାତା ଅଶୋକ ପଣ୍ଡିତ ଏହି ଆୱାର୍ଡରେ ସମ୍ମାନିତ କରିଥିଲେ ।

46a07c97ac7de5e76acba73e6e494e8b

ରୋହତାଶ ଗୌଡ କହିଛନ୍ତି ଯେ ଏହି ଆୱାର୍ଡ ସହୂ ଯାହାର ନାଁ ଜଡିତ ଅଟେ ସେ ଏହି ଜଗତର ସଂସ୍ଥାପକ ଅଟନ୍ତି । ଦାଦାସାହେବ ଫାଲକେ ଆୱାର୍ଡ ସିନେମା ଜଗତର ସବୁଠାରୁ ବଡ ଆୱାର୍ଡ ଅଟେ । ଏହି ଆୱାର୍ଡ ଫକ୍ସସନରେ ତାଙ୍କ ସହ ଟାଟା ମେମୋରିଆଲ କ୍ୟାନସର ହସ୍ପିଟାଲ ସାଇଂଟିଫିକ ଆସିଷ୍ଟାଂଟ ପଦବୀରେ ଥିବା ତାଙ୍କ ପତ୍ନୀ ରୋଖ ଗୌଡ ଏବଂ ତାଙ୍କର ଦୁଇ ଝିଅ ମଧ୍ୟ ସେଠାରେ ଉପସ୍ଥିତ ଥିବା ରୋହତାଶ କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More