Only for Entertainment

ସାମ୍ନାକୁ ଆସିଲା ଛୋଟି ବହୁ ଅଭିନେତ୍ରୀଙ୍କ ୱେଡିଙ୍ଗ ରିସେପସନ କାର୍ଡ଼ ଫଟୋ ।

amarujala
0 48

ଟିଭିର ଛୋଟି ବହୁ ହୋଇ କୋଟି କୋଟି ଲୋକଙ୍କ ହୃଦୟରେ ରାଜ କରିଥିବା ରୁବିନା ଦିଲୈକ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ତେବେ ରୁବିନା ଏବଂ ଅଭିନବ ଶୁକ୍ଲା ୨୧ ଜୁନ ୨୦୧୮ରେ ସିମଲା ଠାରେ ବିବାହ କରିବାକୁ ଯାଉଛନ୍ତି । ଦୁଇଜଣଙ୍କ ବିବାହ ପଂଜାବୀ ଏବଂ ହିମାଚଳୀ ରୀତି ନୀତିରେ ହେବ । ତେବେ ବିବାହ ରିସେପସନ କାର୍ଡ଼ ସାମ୍ନାକୁ ଆସିଛି ।

 

କିଛି ଦିନ ପୂର୍ବରୁ ଦୁଇଜଣଙ୍କ ବିବାହ କାର୍ଡ଼ ସାମ୍ନାକୁ ଆସିଥିଲା । ବିବାହ କାର୍ଡ଼ ଭଳି ରିସେପସନ କାର୍ଡ଼ ମଧ୍ୟ ଖୁବ ସୁନ୍ଦର ହୋଇଛି । ଖବର ଅନୁସାରେ ଦୁଇଜଣ ୨୮ ଜୁନକୁ ମୁମ୍ବାଇରେ ଟିଭି ଇଣ୍ଡଷ୍ଟ୍ରିର ଲୋକ ଏବଂ ବନ୍ଧୁ ମାନଙ୍କ ପାଇଁ ଏକ ଗ୍ରାଣ୍ଡ ପାର୍ଟିର ଆୟୋଜନ କରିଛନ୍ତି ।

 

ରୁବିନାଙ୍କ ବଏଫ୍ରେଣ୍ଡ ଅଭିନବ ଶୁକ୍ଲା ଫିଲ୍ମ ଅକ୍ସର ଟୁରେ ନଜର ଆସି ସାରିଛନ୍ତି । କେବଳ ସେତିକି ନୁହେଁ ବରଂ ସେ ଜଣେ ଭଲ ଫଟୋଗ୍ରାଫର ମଧ୍ୟ । ତେବେ ଛୋଟି ବହୁରେ ଜନପ୍ରିୟତା ହାସଲ କରିଥିବା ରୁବିନା ଏବେ କଲର୍ସର ଶକ୍ତି ଅସ୍ଥିତ୍ୱ କି ଏହସାସ କି ମେଗା ଧାରାବାହିକରେ ନଜର ଆସୁଛନ୍ତି ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More