Only for Entertainment

ଅଭିନୟ ପରେ ଏବେ ର୍ୟାପ କରିବେ ସୈଫ ଅଲ୍ଲି ଖାନ. ୟୋ ୟୋ ହନି ସିଙ୍ଗ ମଧ୍ୟ ସାଙ୍ଗରେ ନଜର ଆସିବେ ।

bollywood tadka
0 34

ବଲିଉଡର ପପୁଲାର ସିଙ୍ଗର କମ ବ୍ୟାକ କରି ଚାରିଆଡ଼େ ଧୁବ ମଚାଇଛନ୍ତି । ଫିଲ୍ମ ‘ସୋନୁ କି ଟିଟୁ କି ସ୍ୱିଟୀ’ରେ ଗାଇଥିବା ଗୀତ ‘ଦିଲ ଚୋରୋଁ’କୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି । ଫିଲ୍ମ ‘ବାଜାର’ ପାଇଁ ର୍ୟାପ କରିବାକୁ ଯାଉଛନ୍ତି କିନ୍ତୁ ଏତର ତାଙ୍କ ଗୀତ ଅଧିକ ଖାସ ହେବାକୁ ଯାଉଛି । କୁହାଯାଉଛି ଏହି ର୍ୟାପରେ ବଲିଉଡ ଅଭିନେତା ସୈଫ ତାଙ୍କ ସାଥ ଦେବାକୁ ଯାଉଛନ୍ତି ।

ଖବର ମୁତାବକ ଫିଲ୍ମ ‘ବାଜାର’ ପାଇଁ ହନି ସିଙ୍ଗ ଏବଂ ସୈଫ ଅଲ୍ଲ୍ି ଖାନ ଏକା ସାଙ୍ଗରେ ଗୀତ ରେକର୍ଡ଼ କରିବେ । ସୈଫଙ୍କୁ ମ୍ୟୁଜିକ ଖୁବ ପସନ୍ଦ ଏବଂ ସେ କେତେକ କନସର୍ଟରେ ଗୀଟାର ଫର୍ଫମାନ୍ସ ମଧ୍ୟ ଦେଇ ସାରିଛନ୍ତି । ତେବେ ଗୀତର ମ୍ୟୁଜିକ ହନି ସିଙ୍ଗ କମ୍ପୋଜ କରିବେ । ଏଥିପାଇଁ ଦୁଇଜଣ ଜେମ ସେସନ ମଧ୍ୟ କରିଛନ୍ତି । ଏହି ଗୀତର ଭିଡିଓ ଆସନ୍ତା ମାସରେ ମୁମ୍ବାଇରେ ସୁଟ ହେବ ।

ଏହି ଫିଲ୍ମ ଷ୍ଟକ ମାର୍କେଟ ଉପରେ ଆଧାରିତ । ଏଥିରେ ସୈଫ ଏକ ବିଜନେସମ୍ୟାନ ଚରିତ୍ରରେ ନଜର ଆସିବେ । ସେଥିରେ ତାଙ୍କ ହୋଇଛି ତନାବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More