Only for Entertainment

ଦିବ୍ୟା ଭାରତୀଙ୍କ ବାପାଙ୍କ ଜନ୍ମଦିନ ପାଳନ କରିବା ପାଇଁ ପତ୍ନୀଙ୍କ ସହିତ ପହଂଚିଲେ ସାଜିଦ,ଫଟୋ ସେୟାର କରି ଦେଲେ ଇମୋଶନାଲ ମେସେଜ ।

bollywood tadka
0 50

ବଲିଉଡ ଫିଲ୍ମ ପ୍ରଯୋଜକ ସାଜିଦ ନାଡ଼ିୟାଡ଼ାୱାଲା ୧୯୯୨ରେ ଦିବ୍ୟା ଭାରତୀଙ୍କୁ ବିବାହ କରିଥିଲେ । କିନ୍ତୁ ବିବାହର କିଛଇ ଦିନ ପରେ ଦିବ୍ୟାଙ୍କର ରହସ୍ୟମୟୀ ମୃତ୍ୟୁ ଘଟିଥିଲା । ଏହାପରେ ସାଜିଦଙ୍କ ଉପରେ ଅନେକ ପ୍ରଶ୍ନ ଆସିବା ସତ୍ତେ୍ୱ ମଧ୍ୟ ସେ ଦିବ୍ୟାଙ୍କୁ ଖୁବ ଭଲପାଆନ୍ତି ବୋଲି କହିଥିଲେ । ଦିବ୍ୟାଙ୍କ ଯିବା ପରେ ସାଜିଦ ଦିବ୍ୟାଙ୍କ ଘର ଲୋକଙ୍କର କୁବ ନିକଟତର ହୋଇଥିଲେ ।

ସାଜିଦ ତାଙ୍କ ପତ୍ନୀଙ୍କ ସହିତ ଦିବ୍ୟାଙ୍କ ବାପାଙ୍କ ୮୦ ତମ ଜନ୍ମଦିନ ଖୁବ ଧୁମଧାମରେ ପାଳନ କରିଛନ୍ତି । ସେହି ଫଟୋକୁ ସାଜିଦ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ସେୟାର କରିଛନ୍ତି । ସେ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଲେଖିଛନ୍ତିଯେ ବାପାଙ୍କ ୮୦ ତମ ଜନ୍ମଦିନ ଏକ ଆଶୀର୍ବାଦ ଅଟେ ।

୧୬ ବର୍ଷ ବୟସରେ ୨୦ ମଇ ୧୯୯୨ରେ ଦିବ୍ୟା ସାଜିଦଙ୍କୁ ବିବାହ କରିଥିଲେ । ଏହା ପ୍ରେମ ବିବାହ ଥିଲା ଏବଂ ସୁଟିଂ ସେଟରୁ ଦୁଇଜଣଙ୍କର କେମେଷ୍ଟ୍ରି ଆରମ୍ଭ ହୋଇଥିଲା । ଦିବ୍ୟାଙ୍କ ମୃତ୍ୟୁ ପରେ ସାଜିଦଙ୍କ ଉପରେ ଦୋଷ ଲଗା ଯାଇଥିଲା । କିନ୍ତୁ ସେଭଳି କିଛି ହୋଇନଥିଲା । ଏବେ ସେ ବାରଦା ଖାନଙ୍କୁ ନେଇ ଖୁବ ଖୁସିରେ ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More