Only for Entertainment

କୃଷ୍ଣ ସାର ମୃଗ ଶୀକାର ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ବଲିଉଡ ଦବଙ୍ଗ ସଲମାନ ଖାନ ।

aajtak
0 61

ବହୁ ଚର୍ଚ୍ଚିତ କଳା ମୃଗ ଶୀକାର ମାମଲାରେ ସଲମାନ ଖାନ ଆଜି ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏହା ସହିତ ତାଙ୍କର ଅନ୍ୟ ସାଥିମାନଙ୍କୁ ଦୋଷମୁକ୍ତ କରାଯାଇଛି । ୨୮ ମାର୍ଚ୍ଚକୁ ସିଜିଏମ ଗ୍ରାମୀଣ ଦେବକୁମାର ଖତ୍ରୀଙ୍କର ଶୁଣାଣୀ ହୋଇଥିଲା । ଜଜ ଏହି ନିଷ୍ପତ୍ତିକୁ ସୁରକ୍ଷିତ ରଖିଥିଲେ ।

ସରକାରୀ ଓଳିଲ ସଲମାନ ଖାନଙ୍କ ପାଇଁ ୬ ବର୍ଷ ଜେଲ ଦଣ୍ଡ ପାଇଁ ଦାବୀ କରିଛନ୍ତି । ତେବେ କୋର୍ଟରେ ସଲମାନ ଖୁବ ଦୁଃଖି ଦେଖାଯାଉଥିଲେ ଏବଂ ତାଙ୍କ ସହିତ ତାଙ୍କର ଦୁଇ ଭଉଣୀ ମଧ୍ୟ ଉପସ୍ଥିତ ଥିଲେ । ସୈଫ ଏବଂ ନୀଲମ ମଧ୍ୟ କୋର୍ଟରେ ପହଂଚିଥିଲେ । ତେବେ ଏପର୍ଯ୍ୟନ୍ତ ଦଣ୍ଡ ବିଷୟରେ କୌଣସି ସୂଚନା ଆସିନାହିଁ । ଯୋଦ୍ଧପୁର କୋର୍ଟ ସାମ୍ନାରେ ଖୁବ ସଂଖ୍ୟାରେ ଲୋକଙ୍କ ଭିଡ଼ ଜମିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More