Only for Entertainment

ଶାହରୁଖଙ୍କ ଅନସ୍କ୍ରିନ ଝିଅ ଏବେ ଟିିଭିରେ ମଚାଇବେ ଧମାଲ, କରିବାକୁ ଯାଉଛନ୍ତି ଏହି କାମ ।

indian express
0 41

ଟିଭି ଏବଂ ବଲିଉଡରେ ଏଭଳି ଅନେକ ଅଭିନେତ୍ରୀ ଅଛନ୍ତି ଯେ ଏହି ମାୟାନଗରୀକୁ ଆସିଛନ୍ତି ଏବଂ ପରେ ଗାୟବ ମଧ୍ୟ ହୋଇଯାଇଛନ୍ତି । ଏମାନଙ୍କୁ ମଧ୍ୟରୁ ଶାହରୁଖ ଖାନଙ୍କ ଅନସ୍କ୍ରିନ ଝିଅ ସନା ସଈଦ । ଆଜ୍ଞା ହଁ, ଫିଲ୍ମ କୁଛ କୁଛ ହୋତା ହେ’ରେ ଶାହରୁଖଙ୍କ ଝିଅ ଭୁମିକାରେ ନଜର ଆସିଥିବା ସନା ସଈଦଙ୍କୁ କିଏ ନଜାଣେ । ସନା ସେହି ଫିଲ୍ମ ଜରିଆରେ ସମସ୍ତଙ୍କ ମନ ଜିତି ପାରିଥିଲେ । ସନା ୨୦୧୨ରେ ଫିଲ୍ମ ଷ୍ଟୁଡେଂଟ ଅଫ ଦ ଇୟରରେ ଡେବ୍ୟୁ କରିଥିଲେ । ଏବେ ସନା ଏକ ନୂଆ ଶୋ’ରେ ନଜର ଆସିବେ ।

ସନା ଖୁବ ଶୀଘ୍ର କମେଡି ସରକସରେ ନଜର ଆସିବେ । ଆଜ୍ଞା ହଁ , ସନା ଏବେ ଲୋକଙ୍କୁ ହସାଇବାକୁ ଆସୁଛନ୍ତି । ଖବର ମୁତାବିକ ଏହି ଶୋ’ରେ ସନା ନଜର ଆସିବେ । ଏହି ଶୋ’ରେ ପ୍ରଥମ ଥର ସନା କମେଡି କରିବା ପାଇଁ ଯାଉଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ କମେଡି ସରକସ ଟିଭିରେ ଆସିବାକ ଯାଉଛି । ଏହି ଶୋ’ ଜରିଆରେ ସନା ମଧ୍ୟ କମବ୍ୟାକ କରୁଛନ୍ତି । ସେହିଭଳି ସନାଙ୍କ ବ୍ୟତୀତ ଏହି ଶୋ’ରେ ଅନେକ କଳାକାର ମଧ୍ୟ ନଜର ଆସିବେ ।

ସନା ପ୍ରଥମଥର ଲାଗି ଏଭଳି କାମ କରିବାକୁ ଯାଉଛନ୍ତି । ସେହିଭଳି ଏହି ଶୋ’ରେ ଫେରୁଥିବା କାରଣରୁ ଖୁବ ଉତ୍ସାହର ସହ ଚାହିଁ ବସିଛନ୍ତି । ଛାଡନ୍ତୁ ଏବେ ଦେଖିବା କେବଳ ବାକି ରହିଲା ଯେ ସନା ଏହି ଶୋ’ରେ କଣ ଧମାଲ ମଚାଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More