ସଂଜୁରେ ଅମୀରଙ୍କୁ ଅଫର ହୋଇଥିଲା ଏହି ଚରିତ୍ର,ଏହି କାରଣ ପାଇଁ ମନା କରିଦେଇଥିଲେ ।
ବ୍ୟତୀତ ଫିଲ୍ମରେ ପରେଶ ରାୱଲ,ବିକ୍କୀ କୌଶଲ,ଦିୟା ମିର୍ଜା,ସୋନମ କପୁର,ଅନୁଷ୍କା ଶର୍ମା ଏବଂ ମନିଷା କୋଇରାଲା ମଧ୍ୟ ନଜର ଆସିବେ । କିନ୍ତୁ କ’ଣ ଆପଣ ଜାଣନ୍ତିତି ଫିଲ୍ମରେ ଅମୀର ଖାନଙ୍କୁ ମଧ୍ୟ ଏକ ରୋଲ ପାଇଁ ଅଫର କରାଯାଇଥିଲା ।
ଅମୀରଙ୍କୁ ଫିଲ୍ମ ନିର୍ଦ୍ଦେଶକ ରାଜକୁମାର ହିରାନୀ ସଂଜୟଙ୍କ ପାପା ସୁନିଲ ଦତ୍ତଙ୍କ ରୋଲ ଅଫର କରିଥିଲେ । କିନ୍ତୁ ରୋଲ କରିବା ପାଇଁ ଅମୀର ମନା କରିଦେଇଥିଲେ । ଆଉଟଲୁକକୁ ଦେଇଥିବା ଇଂଟରଭ୍ୟୁରେ ହିରାନୀ କହିଛନ୍ତିଯେ ଅମୀର ତାଙ୍କ ବନ୍ଧୁ । ସେ ଯାହା ମଧ୍ୟ ସ୍କ୍ରିପ୍ଟ ଲେଖନ୍ତି ପ୍ରଥମେ ଅମୀରଙ୍କ ନିକଟକୁ ନେଇ ଯାଆନ୍ତି । ଯେତେବେଳେ ସେ ଅମୀରଙ୍କ ନିକଟକୁ ସ୍କ୍ରିପ୍ଟ ନେଇ ଯାଇଥିଲେ ସେ ମଧ୍ୟ କିଛି ଚରିତ୍ର କରିବାକୁ ଇଛା କରିଥିଲେ । କିନ୍ତୁ ସେହି ସମୟରେ ଫିଲ୍ମ ଦଙ୍ଗଲରେ ଅଭିନୟ କରୁଥିଲେ । ଯେଉଁ କାରଣରୁ ସେ ଏହି ଫିଲ୍ମଟି କରିବାକୁ ମନା କରି ଦେଇଥିଲେ ।
ଫିଲ୍ମରେ ଯଦି କୌଣସି ଦୃଶ୍ୟକୁ ରଣବୀର ପରିବର୍ତ୍ତନ କରିବାକୁ ଚାହାଁନ୍ତି ତେବେ ତାହା ହୋଇପାରିବ ନାହିଁ ବୋଲି ହିରାନୀ ରଣବୀରଙ୍କୁ ସିଧାସଳଖ କହିଥିଲେ ।