Only for Entertainment

ମଂଚ ଉପରେ ଡ୍ୟାନ୍ସ କରୁ କରୁ ହଠାତ ଚମକି ପଡ଼ିଲେ ସପ୍ନା, ଆଉ ତା’ ପରେ କ’ଣ ହେଲା ଆପଣ ନିଜେ ଦେଖନ୍ତୁ

95

ଗତକାଲି ଆମେ ଆପଣଙ୍କ ସହିତ ସପ୍ନା ଚୌଧରୀଙ୍କ ଏକ ଭାଇରାଲ ଭିଡ଼ିଓ ଶେୟାର କରିଥିଲୁ । ଯେଉଁଥିରେ ସପ୍ନା ଜବରଦସ୍ତ ଡ୍ୟାନ୍ସ କରୁଥିବାର ନଜର ଆସିଥିଲେ । ଆଜି ମଧ୍ୟ ଆମେ ଆପଣଙ୍କ ସହିତ ସେହିଭଳି ଏକ ଭିଡ଼ିଓ ଶେୟାର କରୁଛୁ । ଏହି ଭିଡ଼ିଓରେ ସପ୍ନାଙ୍କ ଜବରଦସ୍ତ ଡ୍ୟାନ୍ସ ତ ଦେଖିବାକୁ ମିଳିଛି କିନ୍ତୁ ଏହା ସହିତ ଏଭଳି କିଛି ଦେଖିବାକୁ ମିଳିଛି ଯାହା ଆପଣଙ୍କ ଧ୍ୟାନ ଆକର୍ଷଣ କରିବ ।

ଆଜ୍ଞା ହଁ ସପ୍ନା ଏକ ମଂଚ ଉପରେ ତେରୀ ଆଁଖ୍ୟା କା ୟୋ କାଜୋଲ ଗୀତରେ ଜବରଦସ୍ତ ପର୍ଫମାନ୍ସ ଦେଉଥିଲେ । ଏହି ସମୟରେ ହଠାତ ଏକ କୁନି ଝିଅ ମଂଚ ଉପରକୁ ଆସି ସପ୍ନାଙ୍କ ସହିତ ପାଦରେ ପାଦ ମିଶାଇ ଡ୍ୟାନ୍ସ କରିବାକୁ ଲାଗିଲା । ଏହା ଦେଖି ପ୍ରଥମେ ସପ୍ନା ମଧ୍ୟ ଚମକି ପଡ଼ିଲେ ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ଦୁଇଜଣ ଏକା ସାଙ୍ଗରେ ପର୍ଫମାନ୍ସ କରିବାକୁ ଲାଗିଲେ । ଏହି ଭିଡ଼ିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଥିବା ସମୟରେ ପସନ୍ଦ ମଧ୍ୟ କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More