Only for Entertainment

ପୁରୁଷମାନଙ୍କୁ ଆକର୍ଷିତ କରିଥାଏ ଝିଅଙ୍କ ଶାଢୀ ପିନ୍ଧା ଲୁକ, ଜାଣନ୍ତୁ କ’ଣ ରହିଛି ଏହାର କାରଣ

YENİ
0 91

ଶାଢ଼ି କେବଳ ପୋଷାକ ନୁହଁ, ଏହା ଏକ ଭାବନା। ଭାରତରେ ମହିଳାଙ୍କ ଶାଢ଼ି ପିନ୍ଧିବା ପ୍ରଥା ବହୁ ପୁରାତନ କାଳରୁ ଚାଲି ଆସୁଛି । ଦେବାଦେବୀଙ୍କ ଠାରୁ ଆରମ୍ଭ କରି ସାଧାରଣ ମହିଳା ପର୍ୟ୍ୟନ୍ତ ସମସ୍ତେ ଶାଢ଼ିକ ପିନ୍ଧିଥାନ୍ତି । ଏପରିକି ଏବେ ମଧ୍ୟ ପ୍ରାୟତଃ ଅଧିକାଂଶଙ୍କ ଘରେ ମହିଳାଙ୍କୁ ଶାଢ଼ି ପିନ୍ଧିବାର ଆପଣ ଦେଖୁଥିବେ । ନିକଟରେ ହୋଇଥିବା ଏକ ଅନୁସନ୍ଧାନରୁ ଜଣାପଡ଼ିଥାଏ ଯେ ଭାରତରେ ପୁରୁଷମାନଙ୍କୁ ଶାଢ଼ି ପିନ୍ଧିଥିବା ମହିଳା ଅଧିକ ପସନ୍ଦ । ଆସନ୍ତୁ ଜାଣିବା ଏହାର କାରଣ।

saree

ପୁରୁଷମାନେ ସାଧାରଣତଃ ନିଜ ସାଥୀଙ୍କୁ ମା’ଙ୍କ ସହ ତୁଳନା କରିଥାନ୍ତି । ସେ ତାଙ୍କ ମା’ଙ୍କୁ ପିଲାଟି ବେଳୁ ଶାଢ଼ି ପିନ୍ଧିଥିବାର ଦେଖିଥିବା ବେଳେ ତାଙ୍କ ପ୍ରେମିକାକୁ ଶାଢ଼ି ପିନ୍ଧିବା ଦେଖିଲେ ସେ ଅଧିକ ଆକର୍ଷିତ ହୋଇଥାନ୍ତି ।

saree1

ସମସ୍ତ ମହିଳା ଯେତେ ଆଧୁନିକ ହୁଅନ୍ତୁ ନା କାହିଁକି ଶାଢ଼ି ପିନ୍ଧିଲେ ବହୁତ ସୁନ୍ଦର ଦେଖାଯାଇଥାନ୍ତି । ଏଣୁ ଭାରତୀୟ ପରମ୍ପରା ଅନୁଯାୟୀ ବିବାହ ସମୟରେ ମହିଳାମାନେ ଶାଢ଼ି ପିନ୍ଧିଥାନ୍ତି । ପୂଜା ହେଉ ବା କୌଣସି ଅଫିସିଆଲ ପାର୍ଟି, ମହିଳା ଶାଢ଼ି ପିନ୍ଧିବା ଦ୍ୱାରା ଭିନ୍ନ ଦେଖାଯିବା ସହ ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ପାଲଟିଥାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More